ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୪

ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯


ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।

ଏହି ଗଣସମ୍ପାଦନାରେ ସମୁଦାୟ ୫୭ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ସମୟସୀମା ସମ୍ପାଦନା

୧ ଫେବୃଆରୀ୩୧ ମାର୍ଚ୍ଚ ୨୦୨୪

ପୁରସ୍କାର ସମ୍ପାଦନା

ସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ ଅନୁସାରେ, ସବୁ ଭାଷାର ପ୍ରକଳ୍ପରୁ ଶ୍ରେଷ୍ଠ ବଛାଯିବ):

  • ୧ମ ପୁରସ୍କାର: - ୩୦୦ ଡଲାର
  • ୨ୟ ପୁରସ୍କାର: - ୨୦୦ ଡଲାର
  • ୩ୟ ପୁରସ୍କାର: - ୧୦୦ ଡଲାର
  • ଏହି ପୁରସ୍କାର ରାଶି କେବଳ ଓଡ଼ିଆ ଉଇକିପିଡ଼ିଆ ପାଇଁ ପ୍ରଯୁଜ୍ୟ ନୁହେଁ, ଓଡ଼ିଆ ପାଇଁ ଅଲଗା ପୁରସ୍କାର ରଖାଯିବ ।

ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।

ପ୍ରତିଯୋଗିତାରେ ଲେଖା ଯୋଡ଼ିବେ ସମ୍ପାଦନା

ପ୍ରସଙ୍ଗ ଗଢ଼ିସାରିବା ପରେ ଏଥିରେରେ ଯୋଡ଼ନ୍ତୁ ।

ଅଂଶଗ୍ରହଣ ସମ୍ପାଦନା

  1. ଗପୁ (ମୋ ଆଲୋଚନା) ୨୩:୨୩, ୩ ଫେବୃଆରୀ ୨୦୨୪ (IST)[reply]
  2. Psubhashish (ମୋ ଆଲୋଚନା) ୨୩:୧୩, ୬ ଫେବୃଆରୀ ୨୦୨୪ (IST)[reply]
  3. ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୦୪, ୧୭ ଫେବୃଆରୀ ୨୦୨୪ (IST)[reply]

ଶିକ୍ଷଣ/ମତାମତ ସମ୍ପାଦନା