ଉଇକିପିଡ଼ିଆ:ଗଣସମ୍ପାଦନା
ଓଡ଼ିଆ ଉଇକିପିଡ଼ିଆର ବିଭିନ୍ନ ସମୟରେ ହୋଇଥିବା ଗଣସମ୍ପାଦନା ପରିସଂଖ୍ୟାନ:
କ୍ରମାଙ୍କ | ଗଣସମ୍ପାଦନା | ଆରମ୍ଭ ତାରିଖ | ଶେଷ ତାରିଖ | ଅବଧି | ଆବାହକ | ଅଂଶଗ୍ରହଣକାରୀ | ଫଳାଫଳ | ସ୍ଥିତି | |
---|---|---|---|---|---|---|---|---|---|
୧ | ଆମ ଗାଁ ଆମ ପଂଚାୟତ ବା ଓଡ଼ିଶା ଦିବସ ଗଣସମ୍ପାଦନା ୨୦୧୪ | ୧ ଏପ୍ରିଲ ୨୦୧୩ | ୧ ଏପ୍ରିଲ ୨୦୧୩ | ୧ ଦିନ | ଆଦିତ୍ୟ ମହାର | ଆଦିତ୍ୟ ମହାର ଶିତିକଣ୍ଠ ଦାଶ ସୁବାସ ଚନ୍ଦ୍ର ରାଉତ ମନୋରଂଜନ ବେହେରା | ୮୫ରୁ ଅଧିକ ନୂଆ ଗାଁର ପ୍ରସଂଗ | ||
୨ | ଗଣସମ୍ପାଦନା ଲୀଳାବତୀଙ୍କ କନ୍ୟାଗଣ | ୧୭ ସେପ୍ଟେମ୍ବର ୨୦୧୩ | -- | -- | ସୁବାସ ଚନ୍ଦ୍ର ରାଉତ | ସୁବାସ ଚନ୍ଦ୍ର ରାଉତ ସୁଭାସିସ ପାଣିଗାହୀ | ମହିଳା ବୈଜ୍ଞାନିକଙ୍କ ନାମରେ ୨୩ ଟି ନୂଆ ପ୍ରସଂଗ | ୭୦ ଭାଗ ସରିଛି | |
୩ | ଆନ୍ତର୍ଜାତିକ ମହିଳାମାସ ଗଣସମ୍ପାଦନା | ୮ ମାର୍ଚ୍ଚ ୨୦୧୫ | ୭ ଏପ୍ରିଲ ୨୦୧୫ | ୧ ମାସ | ଶୈଳେଶ ପଟ୍ଟନାୟକ | ଶୈଳେଶ ପଟ୍ଟନାୟକ ଶୁଭାଶିସ ପାଣିଗାହି ମୃତ୍ୟୁଞ୍ଜୟ କର ପ୍ରୀତିରଞ୍ଜନ ତ୍ରିପାଠୀ ଆଦିତ୍ୟ ମହାର ନସିମ ଅଲ୍ଲୀ ପଙ୍କଜ ମାଳା ଷଡଙ୍ଗୀ ନିଷ୍ଠା ରଞ୍ଜନ ଦାଶ ହରିହର ପ୍ରସାଦ ଶତପଥି ଗୋର୍ବାଚୋଭ | ମହିଳାଙ୍କ ସମ୍ପର୍କିତ ୨୫ ଟି ନୂଆ ପ୍ରସଂଗ | Done | |
୪ | ନବକଳେବର ଗଣସମ୍ପଦନା | ୧୪ ଅଗଷ୍ଟ ୨୦୧୫ | ୧୪ ଅକ୍ଟୋବର ୨୦୧୫ | ୨ ମାସ | ଶୈଳେଶ ପଟ୍ଟନାୟକ | ଶୁଭାଶିସ ପାଣିଗାହି ମୃତ୍ୟୁଞ୍ଜୟ କର ପ୍ରୀତିରଞ୍ଜନ ତ୍ରିପାଠୀ ଆଦିତ୍ୟ ମହାର ନିଷ୍ଠା ରଞ୍ଜନ ଦାଶ ହରିହର ପ୍ରସାଦ ଶତପଥି ସଂଗ୍ରାମ କେଶରୀ ସେନାପତି ସନ୍ତୋଷ ସାହୁ ବୁଦ୍ଧଦେବ ସାହୁ ସୌମ୍ୟକାନ୍ତ ବଳ ଶିତିକଣ୍ଠ ଦାଶ | ୧୪୨ ଟି ନୁଆ ଏବଂ ଉନ୍ନତ କରାଯାଇଥିବା ପ୍ରସଂଗ | ୮୦ ଭାଗ ସରିଛି | |
୫ | ଅଭିଯାନ ୧୦,୦୦୦ | ୨୫ ସେପ୍ଟେମ୍ବର ୨୦୧୫ | ୨୩ ଅକ୍ଟୋବର ୨୦୧୫ | ୨୮ ଦିନ | ଶିତିକଣ୍ଠ ଦାଶ | ଶୁଭାଶିସ ପାଣିଗାହି ଜ୍ଞାନରଂଜନ ସାହୁ ନିଷ୍ଠା ରଞ୍ଜନ ଦାଶ ହରିହର ପ୍ରସାଦ ଶତପଥି ସଂଗ୍ରାମ କେଶରୀ ସେନାପତି ସନ୍ତୋଷ ସାହୁ ଶିତିକଣ୍ଠ ଦାଶ | ୮୦୦ରୁ ଉର୍ଦ୍ଧ ନୂଆ ପ୍ରସଂଗ | ସମୁର୍ଣ୍ଣ Done | |
୬ | ଓଡ଼ିଆ ସିନେମା ଗୀତିକାର | ଆରମ୍ଭ ହୋଇନାହିଁ | -- | -- | ସୁଭାସିସ ପାଣିଗାହି | -- | -- | ||
୭ | [[ଉଇକିପିଡ଼ିଆ:ବୈଷୟିକ ପ୍ରସଂଗ ଗଣସମ୍ପାଦନା/ ଉଇକିପିଡିଆ୧୫ | ଆରମ୍ଭ ହୋଇନାହିଁ | -- | -- | ସ୍ନେହାସିସ ନାୟକ | -- | -- | ||
୮ | ଓଡ଼ିଶାର ଐତିହସ୍ଥଳୀ | ଆରମ୍ଭ ହୋଇନାହିଁ | -- | -- | ମୃତ୍ୟୁଞ୍ଜୟ କର | -- | -- | ||
୯ | ଓଡ଼ିଆ ଚଳଚ୍ଚିତ୍ର | ଆରମ୍ଭ ହୋଇନାହିଁ | -- | -- | ଜ୍ଞାନରଂଜନ ସାହୁ, | -- | -- | ||
୧୦ | ମହିଳାମାସ ଗଣସମ୍ପାଦନା ୨୦୧୬ | ୮ ମାର୍ଚ୍ଚ ୨୦୧୬ | ୭ ଏପ୍ରିଲ ୨୦୧୬ | ୧ ମାସ | ଶୈଳେଶ ପଟ୍ଟନାୟକ | ପୁରୀ ଓ ଉତ୍କଳ ବିଶ୍ଵବିଦ୍ୟାଳୟ କମ୍ୟୁନିଟି | ୧୮ ଟି ନୂଆ ଓ ଉନ୍ନତ କରାଯାଇଥିବା ପ୍ରସଂଗ | ସମୁର୍ଣ୍ଣ Done | |
୧୧ | ଫଟୋ ଗଣସମ୍ପାଦନା | -- | -- | ୧୦ ଦିନ | ଶୈଳେଶ ପଟ୍ଟନାୟକ | -- | -- | -- | |
୧୨ | ପଞ୍ଜାବ ଗଣ-ସମ୍ପାଦନା | ୧ ଜୁଲାଇ | ୩୬ ଅଗଷ୍ଟ | ଆଭା ପ୍ରଧାନ | ଆଭା ପ୍ରଧାନ, ଅଲିଭା ସାହୁ, ଚିନ୍ମୟୀ ମିଶ୍ର, ପଙ୍କଜମାଳା ଷଡ଼ଙ୍ଗୀ, ଶୈଳେଶ ପଟ୍ଟନାୟକ | ୩୭ଟି ପ୍ରସଙ୍ଗ ନୂଆ/ ଉଇକିକରଣ | -- | ||
୧୩ | ରଥଯାତ୍ରା ଗଣସମ୍ପାଦନା | ୬ ଜୁଲାଇ | ୪ ଅଗଷ୍ଟ | ୩୦ ଦିନ | ପବିତ୍ର କୁମାର ପଣ୍ଡା , ସଂଗ୍ରାମ କେଶରୀ ସେନାପତି ,ଆଭା ପ୍ରଧାନ, ନିଷ୍ଠା ରଂଜନ ଦାଶ, ପ୍ରତୀକ ପଟ୍ଟନାୟକ, ସୁଭାସିସ ପାଣିଗାହି, ବିକାଶ ରଂଜନ, ଏବଂ ଅନ୍ୟମାନେ | -- | -- |