ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ/ଗଣ-ସମ୍ପାଦନା୧
"ଓଡ଼ିଶା ଦିବସ - ୨୦୧୩" ଉପଲକ୍ଷେ ଓଡ଼ିଆ ଉଇକିପିଡ଼ିଆରେ ମିଳିତ ଭାବେ ସମ୍ପାଦନା କରିବା ପାଇଁ ଫେସବୁକ ମାଧ୍ୟମରେ ଏକ ଗଣ-ସମ୍ପାଦନାର ଆୟୋଜନ କରାଯାଇଥିଲା । ଏଥିରେ ସକାଳ ୧୦ ଘଟିକାରୁ ନେଇ ସନ୍ଧ୍ୟା ୭ ଘଟିକା ଭିତରେ ଅନେକ ଓଡ଼ିଆ ଉଇକି-ସମ୍ପାଦକ ଓଡ଼ିଶାର ଗାଁ, ପଞ୍ଚାୟତ, ସହର ଆଦି ଉପରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗମାନ ତିଆରି କରିଥିଲେ । ଆଜି ମୋଟ ଗୋଟି ପ୍ରସଙ୍ଗ ତିଆରି ହୋଇଥିଲା । ଏଥିରେ ଜଣ ଉଇକି-ସମ୍ପାଦକ ଭାଗ ନେଇଥିଲେ ।
ପ୍ରସଙ୍ଗର ନାମ ଓ ସମ୍ପାଦକ
ସମ୍ପାଦନା- ପୁରୁଣାକୋଟ (ଆଦିତ୍ୟ ମହାର)
- ମାହାଳ (ଆଦିତ୍ୟ ମହାର)
- ଧୋକୁଟା (ଆଦିତ୍ୟ ମହାର)
- ତଳଗଡ଼ (ଆଦିତ୍ୟ ମହାର)
- ଟିକରପଡ଼ା (ଆଦିତ୍ୟ ମହାର)
- ଟାଇଁସି (ଆଦିତ୍ୟ ମହାର)
- ଜଗନ୍ନାଥପୁର (ଆଦିତ୍ୟ ମହାର)
- ଛେଳିଆପଡ଼ା (ଆଦିତ୍ୟ ମହାର)
- ଗଡ଼ତରାସ (ଆଦିତ୍ୟ ମହାର)
- ମଇଁନ୍ଦିପୁର (ଶିତିକଣ୍ଠ ଦାଶ)
- ମଙ୍ଗଳପୁର (ସୁବାସ ଚନ୍ଦ୍ର ରାଉତ)
ପରିଚାଳକ ସଭ୍ୟଗଣ
ସମ୍ପାଦନାଫେସବୁକ
ସମ୍ପାଦନାଫଟୋ
ସମ୍ପାଦନାଫଟୋସବୁ କମନ୍ସର ଓଡ଼ିଶା ଦିବସ ଗଣ-ସମ୍ପାଦନା ଶ୍ର୍ରେଣୀରେ ଦେଖିପାରିବେ ।