ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ୧୨୦୦ରୁ ଉର୍ଦ୍ଧ୍ୱ ପ୍ରସଙ୍ଗରେ ଗୋଟିଏ ବି ଫଟୋ ନାହିଁ । ଏହି ଗଣସମ୍ପାଦନା ଦ୍ୱାରା ଆମେ ଓଡ଼ିଆ ଉଇକିପିଡ଼ିଆର ଲେଖା ଗୁଡ଼ିକୁ ସମୃଦ୍ଧ କରିବାକୁ ଚେଷ୍ଟା କରୁଛୁ ।
- ଲଗ ଇନ୍ କରିବେ ।
- ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
- କିପରି ନୂଆ ଫଟୋଟିଏ ଅପଲୋଡ଼୍ କରିବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ଆଲୋଚନା ପୃଷ୍ଠାରେ ପଚାରିପାରିବେ ।
- ଉଡ଼ାଜାହାଜ ସ୍ତରକୁ ଯାଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ନିଶ୍ଚିତ ପୁରସ୍କାର।
- ସ୍ତର ରାପ ଡ୍ରାଇଭ : ୧୦୦ଟିରୁ ଅଧିକ ଫଟୋ ଅଥବା ୧୦୦୦ରୁ ଅଧିକ ପଏଣ୍ଟ
- ସ୍ତର ରକେଟ : ୭୫ଟିରୁ ଅଧିକ ଫଟୋ / ୭୫୦ରୁ ଅଧିକ ପଏଣ୍ଟ
- ସ୍ତର ଉଡ଼ାଜାହାଜ : ୫୦ଟିରୁ ଅଧିକ ଫଟୋ / ୫୦୦ରୁ ଅଧିକ ପଏଣ୍ଟ
- ସ୍ତର ରେଳଗାଡ଼ି : ୩୦ଟିରୁ ଅଧିକ ଫଟୋ / ୩୦୦ରୁ ଅଧିକ ପଏଣ୍ଟ
- ସ୍ତର ବସ : ୨୦ଟିରୁ ଅଧିକ ଫଟୋ / ୨୦୦ରୁ ଅଧିକ ପଏଣ୍ଟ
- ସ୍ତର ସାଇକେଲ : ୧୦ଟିରୁ ଅଧିକ ଫଟୋ / ୧୦୦ରୁ ଅଧିକ ପଏଣ୍ଟ
ପୁରସ୍କାର: (ବିଚାର ଚାଲିଛି...ଶିଘ୍ର ଏଠାରେ ଘୋଷଣା ହେବ!)
ପଏଣ୍ଟ ତାଲିକା
କମନ୍ସରୁ ଫଟୋଟି ଖୋଜି ଲେଖାରେ ଯୋଡ଼ିଲେ |
୧୦ ପଏଣ୍ଟ
|
ଫଟୋ ଯୋଡ଼ି ବର୍ଣ୍ଣନା କଲେ (ପ୍ରତି ୧୦୦୦ kb ଲେଖା ପାଇଁ ୫ ପଏଣ୍ଟ, ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ଦେବେ) |
୫ ପଏଣ୍ଟ
|
ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ନିଜର ନୂଆ ଫଟୋ ଅପଲୋଡ଼ କରି ଲେଖାରେ ଯୋଡ଼ିଲେ |
୨୦ ପଏଣ୍ଟ
|
ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହ୍ୟାସଟାଗ ସହ Share, Retweet |
୫ ପଏଣ୍ଟ
|
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) ^ସାଙ୍ଗ ଅତିକମରେ ୧୦ଟି ଫଟୋ ଯୋଡିବା ବାଞ୍ଛନୀୟ |
୫୦ ପଏଣ୍ଟ
|
- ଅବଦାନକାରୀ ଏହାକୁ ଦାବି କରିବେ (ତଳ ଭାଗକୁ ଯାଆନ୍ତୁ)
- ପଏଣ୍ଟ୍ ହିସାବରେ ପରିଚାଳକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହେବ
- ସର୍ତ୍ତାବଳୀ ଲାଗୁ
ଭାଗ ନେବାକୁ ଚାହୁଁଥିଲେ #~~~~ ଲେଖନ୍ତୁ।
- Sailesh Patnaik ଶୈଳେଶ (ମୋ ଆଲୋଚନା) ୧୫:୧୧, ୧୭ ମଇ ୨୦୧୬ (IST)[reply]
- Rajalaxmi Mishra (ମୋ ଆଲୋଚନା) ୧୭:୫୫, ୧୭ ମଇ ୨୦୧୬ (IST)[reply]
- Chinmayee Mishra (ମୋ ଆଲୋଚନା) ୨୦:୨୩, ୧୭ ମଇ ୨୦୧୬ (IST)[reply]
- Satyamwikipedia (ମୋ ଆଲୋଚନା) ୨୨:୨୩, ୧୭ ମଇ ୨୦୧୬ (IST)[reply]
- Abha S Pradhan (ମୋ ଆଲୋଚନା) ୦୧:୧୧, ୧୮ ମଇ ୨୦୧୬ (IST)[reply]
- Bapuji Behera (ମୋ ଆଲୋଚନା) ୧୨:୧୨, ୧୯ ମଇ ୨୦୧୬ (IST)[reply]
- ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୩୫, ୫ ଅଗଷ୍ଟ ୨୦୧୬ (IST)[reply]
ଆକଳନ ଏଠାରେ କରନ୍ତୁ > ଆକଳନ ପୃଷ୍ଠା।
|