ଫଟୋ-ଗଣ-ସମ୍ପାଦନା, ୨୦୧୬
ଆରମ୍ଭ ହେବାକୁ ଅଛି

ଉଇକିପିଡ଼ିଆକୁ ଫଟୋଚିତ୍ର ସ‌ହ ସମୃଦ୍ଧ କରିବାର ପ୍ର‌ୟାସ

thumb
thumb

ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ୧୨୦୦ରୁ ଉର୍ଦ୍ଧ୍ୱ ପ୍ରସଙ୍ଗରେ ଗୋଟିଏ ବି ଫଟୋ ନାହିଁ । ଏହି ଗଣସମ୍ପାଦନା ଦ୍ୱାରା ଆମେ ଓଡ଼ିଆ ଉଇକିପିଡ଼ିଆର ଲେଖା ଗୁଡ଼ିକୁ ସମୃଦ୍ଧ କରିବାକୁ ଚେଷ୍ଟା କରୁଛୁ ।

କିପରି ଭାଗନେବେ ସମ୍ପାଦନା

  1. ଲଗ ଇନ୍ କରିବେ ।
  2. ପ୍ରସଙ୍ଗ ତାଲିକାରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
  3. କିପରି ନୂଆ ଫଟୋଟିଏ ଅପଲୋଡ଼୍ କରିବେ ଏହି ପୃଷ୍ଠାରୁ ଶିଖିପାରିବେ । କିଛି ଅସୁବିଧା ହେଲେ ଆଲୋଚନା ପୃଷ୍ଠାରେ ପଚାରିପାରିବେ ।

ପ୍ରତିଯୋଗିତା ଏବଂ ପୁରସ୍କାର ସମ୍ପାଦନା

  • ଉଡ଼ାଜାହାଜ ସ୍ତରକୁ ଯାଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ନିଶ୍ଚିତ ପୁରସ୍କାର।
  • ସ୍ତର ରାପ ଡ୍ରାଇଭ : ୧୦୦ଟିରୁ ଅଧିକ ଫଟୋ ଅଥବା ୧୦୦୦ରୁ ଅଧିକ ପଏଣ୍ଟ
  • ସ୍ତର ରକେଟ : ୭୫ଟିରୁ ଅଧିକ ଫଟୋ / ୭୫୦ରୁ ଅଧିକ ପଏଣ୍ଟ
  • ସ୍ତର ଉଡ଼ାଜାହାଜ : ୫୦ଟିରୁ ଅଧିକ ଫଟୋ / ୫୦୦ରୁ ଅଧିକ ପଏଣ୍ଟ
  • ସ୍ତର ରେଳଗାଡ଼ି : ୩୦ଟିରୁ ଅଧିକ ଫଟୋ / ୩୦୦ରୁ ଅଧିକ ପଏଣ୍ଟ
  • ସ୍ତର ବସ : ୨୦ଟିରୁ ଅଧିକ ଫଟୋ / ୨୦୦ରୁ ଅଧିକ ପଏଣ୍ଟ
  • ସ୍ତର ସାଇକେଲ : ୧୦ଟିରୁ ଅଧିକ ଫଟୋ / ୧୦୦ରୁ ଅଧିକ ପଏଣ୍ଟ

ପୁରସ୍କାର: (ବିଚାର ଚାଲିଛି...ଶିଘ୍ର ଏଠାରେ ଘୋଷଣା ହେବ!)

ପଏଣ୍ଟ ତାଲିକା
କମନ୍ସରୁ ଫଟୋଟି ଖୋଜି ଲେଖାରେ ଯୋଡ଼ିଲେ ୧୦ ପଏଣ୍ଟ
ଫଟୋ ଯୋଡ଼ି ବର୍ଣ୍ଣନା କଲେ
(ପ୍ରତି ୧୦୦୦ kb ଲେଖା ପାଇଁ ୫ ପଏଣ୍ଟ, ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ଦେବେ)
୫ ପଏଣ୍ଟ
ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ନିଜର ନୂଆ ଫଟୋ ଅପଲୋଡ଼ କରି ଲେଖାରେ ଯୋଡ଼ିଲେ ୨୦ ପଏଣ୍ଟ
ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହ୍ୟାସଟାଗ ସହ Share, Retweet ୫ ପଏଣ୍ଟ
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) ^ସାଙ୍ଗ ଅତିକମରେ ୧୦ଟି ଫଟୋ ଯୋଡିବା ବାଞ୍ଛନୀୟ ୫୦ ପଏଣ୍ଟ
  • ଅବଦାନକାରୀ ଏହାକୁ ଦାବି କରିବେ (ତଳ ଭାଗକୁ ଯାଆନ୍ତୁ)
  • ପଏଣ୍ଟ୍ ହିସାବରେ ପରିଚାଳକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହେବ
  • ସର୍ତ୍ତାବଳୀ ଲାଗୁ

ଅଂଶଗ୍ରହଣ ସମ୍ପାଦନା

ଭାଗ ନେବାକୁ ଚାହୁଁଥିଲେ #~~~~ ଲେଖନ୍ତୁ।

  1. Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୫:୧୧, ୧୭ ମଇ ୨୦୧୬ (IST)[reply]
  2. Rajalaxmi Mishra (ମୋ ଆଲୋଚନା) ୧୭:୫୫, ୧୭ ମଇ ୨୦୧୬ (IST)[reply]
  3. Chinmayee Mishra (ମୋ ଆଲୋଚନା) ୨୦:୨୩, ୧୭ ମଇ ୨୦୧୬ (IST)[reply]
  4. Satyamwikipedia (ମୋ ଆଲୋଚନା) ୨୨:୨୩, ୧୭ ମଇ ୨୦୧୬ (IST)[reply]
  5. Abha S Pradhan (ମୋ ଆଲୋଚନା) ୦୧:୧୧, ୧୮ ମଇ ୨୦୧୬ (IST)[reply]
  6. Bapuji Behera (ମୋ ଆଲୋଚନା) ୧୨:୧୨, ୧୯ ମଇ ୨୦୧୬ (IST)[reply]
  7. ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୩:୩୫, ୫ ଅଗଷ୍ଟ ୨୦୧୬ (IST)[reply]

ଆକଳନ ଏଠାରେ କରନ୍ତୁ > ଆକଳନ ପୃଷ୍ଠା

ଅଧିସୂଚନା ଓ ଅଦ୍ୟତନଗୁଡ଼ିକ ସମ୍ପାଦନା

  • ୪/୬/୨୦୧୬: [Odia wiki Image-a-Thon] ଫେସବୁକ ଗୋଷ୍ଠୀରେ ଯୋଗ ଦିଅନ୍ତୁ ।