ଉଇକିପିଡ଼ିଆ:ଗଣସମ୍ପାଦନା ଅଭିଯାନ ୧୦,୦୦୦

ଆମର ଲକ୍ଷ ୧୦,୦୦୦ପ୍ରସଙ୍ଗ
ଅଧୁନା ମାତ୍ର୧୭,୯୭୭ଟି ପ୍ରସଙ୍ଗ ରହିଛି ।
ଲେଖୁଥିବା ପୃଷ୍ଠା ଏହି ତାଲିକାରେ ଯୋଡ଼ନ୍ତୁ – ୨୩-୧୦-୨୦୧୫
ଶେଷ
ସ୍ଥାନୀୟ ସମୟ

ଏହି ଗଣସମ୍ପାଦନା ଅକ୍ଟୋବର ୨୩ ତାରିଖ ସୁଦ୍ଧା ଓଡ଼ିଆ ଉଇକିପିଡ଼ିଆକୁ ୧୦,୦୦୦ ପ୍ରସଙ୍ଗରେ ଭରିବା ନିମନ୍ତେ
କିପରି ଭାଗନେବେ:

ଲେଖା ଆରମ୍ଭ କରିବା ଆଗରୁ ଥରେ ଉଇକିପିଡ଼ିଆର ନିୟମାବଳୀ ପଢ଼ିନିଅନ୍ତୁ ।
କିପରି ଓଡ଼ିଆରେ ଟାଇପ କରିବେ, ଲେଖାଯୋଗ୍ୟ ପ୍ରସଙ୍ଗ କଣ, ଲେଖାରେ ବିଭିନ୍ନ ଖବରକାଗଜ, ଜର୍ଣ୍ଣାଲ, ପତ୍ରିକା ଆଦିରୁ ଆଧାର କିପରି ଦେବେ ତାହା ଆମ ଚାଟସଭାରୁ ଶିଖିପାରିବେ ।
ପ୍ରତିଟି ଲେଖାରେ ଅତି କମରେ ଦଶଟି ବାକ୍ୟ ଓ ତିନୋଟି ଆଧାର ଥିବା ବିଧେୟ ।
ଲେଖା ଶେଷରେ [[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]] ଲେଖିବେ ।
ଆଉ ବିଳମ୍ବ କାହିଁକି? ନୂଆ ପ୍ରସଙ୍ଗଟିଏ ଗଢ଼ନ୍ତୁ