ଆଶା (ଓଡ଼ିଆ କଥାଚିତ୍ର)
୧୯୯୩ର ଓଡ଼ିଆ କଥାଚିତ୍ର
ଆଶା, ୧୯୯୩ରେ ନିର୍ମିତ ହୋଇଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଆଶା | |
---|---|
ନିର୍ଦ୍ଦେଶକ | ଶାନ୍ତନୁ ମିଶ୍ର |
ପ୍ରଯୋଜକ | ଆଳୟ ମହାନ୍ତି |
କାହାଣୀ | ଆଳୟ ମହାନ୍ତି |
କଳାକାର | ଅପରାଜିତା ମହାନ୍ତି ଅଶ୍ରୁମୋଚନ ମହାନ୍ତି ସ୍ନିଗ୍ଧା ମହାନ୍ତି ପୁଷ୍ପା ପଣ୍ଡା |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ସ୍ନିଗ୍ଧା ମହାନ୍ତି, ପୁଷ୍ପା ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଦେବଯାନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ପ୍ରଣବ ପଟ୍ଟନାୟକ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ପୁରସ୍କାର
ସମ୍ପାଦନାଏହି କଥାଚିତ୍ରଟିର ୫ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୨]
- ଶ୍ରେ୍ଷ୍ଠ କଥାଚିତ୍ର
- ଶ୍ରେଷ୍ଠ ସହ-କଳାକାର (ଚୌଧୁରୀ ଜୟପ୍ରକାଶ ଦାସ)
- ଶ୍ରେଷ୍ଠ ସାଉଣ୍ଡ ରେକର୍ଡ଼ିଂ (ନଗେନ ବାରିକ)
- ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରଣବ ପଟ୍ଟନାୟକ)
- ଶ୍ରେଷ୍ଠ ଅଭିନେତ୍ରୀ (ଅପରାଜିତା ମହାନ୍ତି)
ଆଧାର
ସମ୍ପାଦନା- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ MOHAPATRA, MRUDU MALAY (4 December 2020). "Asha Odia film Interesting facts". Odia Live (in ଆମେରିକୀୟ ଇଂରାଜୀ). Archived from the original on 29 August 2023. Retrieved 29 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଆଶା