ଆଲୋଚନା:ସଚ୍ଚିଦାନନ୍ଦ ରାଉତରାୟ

ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ (Rated Start-class)
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 Start  This Lua error in package.lua at line 80: module 'Module:Pagetype/setindex' not found. does not require a rating on the project's quality scale.
 

ବଦଳାଇବା ଅଗରୁ ସମ୍ପାଦନା

ଏହି ଲେଖାରେ କିଛି ବଡ ଧରଣର ଅଦଳ ବଦଳ କରିବା ଆଗରୁ ଏଠାରେ ଲେଖନ୍ତୁ ୍୍ସୁଭ ପା/Subhashish Panigrahi (ମୋ କଥା) ୦୯:୧୦, ୨୨ ମାର୍ଚ ୨୦୧୧ (UTC)


ଆଞ୍ଚଳିକତା ସମ୍ପାଦନା

ଲେଖାଟିରେ ପ୍ରଥମ ଅନୁଚ୍ଛେଦରେ "ଓଡ଼ିଆ କବି" ଓ ଜୀବନ କାଳ ଅନୁଚ୍ଛେଦରେ "ତେଲୁଗୁ ରାଜାଜେମା" ରେ ଦୁଇଟି ଲିଙ୍କ ଯଥାକ୍ରମେ ଓଡ଼ିଆ ଓ ତେଲୁଗୁ ପାଇଁ ବ୍ୟବହାର ହୋଇଛି । ଓଡ଼ିଆ କବି କ୍ଷେତ୍ରରେ [[ଓଡ଼ିଆ ଭାଷା|ଓଡ଼ିଆ]] କବି ଓ ତେଲୁଗୁ ରଜାଜେମାରେ [[ତେଲୁଗୁ ଭାଷା|ତେଲୁଗୁ]] ରାଜଜେମା ଲେଖା ଯାଇଛି । ମୋର ଦ୍ଵନ୍ଦ ହେଲା ଓଡ଼ିଆ କବିରେ ଓଡ଼ିଆ, ଓଡ଼ିଆ ଲୋକଙ୍କୁ ନା ଓଡ଼ିଆ ଭାଷାକୁ ସୁଚାଇବ ?--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୪୦, ୫ ନଭେମ୍ବର ୨୦୧୨ (UTC)

ମୋ ମତରେ ଓଡ଼ିଆ କବି ଶବ୍ଦଟି, ଓଡ଼ିଆ ଭାଷା କବିତା ଲେଖୁଥିବା କବିଙ୍କୁ ସୂଚାଇବ ଓ ତେଲୁଗୁ ରାଜଜେମା ଶବ୍ଦଟି ତେଲୁଗୁ ଭାଷାଭାଷୀ ଅଞ୍ଚଳର ଜଣେ ରାଜଜେମାଙ୍କୁ ସୂଚାଇବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୩୭, ୬ ନଭେମ୍ବର ୨୦୧୨ (UTC)

ଠିକ ଅଛି ତେବେ ଲିଙ୍କଟି ଯେମିତି ଅଛି ସେମିତି ରହୁ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୫୫, ୭ ନଭେମ୍ବର ୨୦୧୨ (UTC)

ଏହି ଲେଖାରେ 'ମହାନଦୀ ପାରି ହେବାକୁ ଦେଇନଥିଲା ' ଲେଖାଅଛି । ବାଜିର ଘର ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମରେ ଥିଲା । ତାଙ୍କର ଗ୍ରାମ ପାଖରେ ବ୍ରାହ୍ମଣୀ ନଦୀ ଅଛି । ସୁତରାଂ ବ୍ରାହ୍ମଣୀ କି ମହାନଦୀ ଏ ବିଷୟରେ ଅଧିକ ଖୋଜିବା ଆବଶ୍ୟକ । --Subas Chandra Rout (ମୋ ଆଲୋଚନା) ୦୨:୪୦, ୨୭ ଅପ୍ରେଲ ୨୦୧୪ (UTC)
"ରାଉତରାୟ" ବହୁଳ ବ୍ୟବହାର ହେଉଛି । ତେଣୁ ପ୍ରସଙ୍ଗର ନାମ "ସଚ୍ଚି ରାଉତରାଏ" ନରଖି "ସଚ୍ଚି ରାଉତରାୟ" ରଖିଲେ ଭଲ ହୁଅନ୍ତା । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୮:୧୧, ୧୩ ମଇ ୨୦୧୫ (UTC)
Return to "ସଚ୍ଚିଦାନନ୍ଦ ରାଉତରାୟ" page.