ଆଉ ଗୋଟେ ଲଭ୍ ଷ୍ଟୋରୀ

୨୦୨୨ ଓଡ଼ିଆ କଥାଚିତ୍ର

ଆଉ ଗୋଟେ ଲଭ୍ ଷ୍ଟୋରୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୨] ଅକ୍ଷୟ ବାରିକ ଓ ପାଞ୍ଚାଳି ବାରିକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆଉ ଗୋଟେ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକରମେଶ ବାରିକ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀଅକ୍ଷୟ ବାରିକ, ପାଞ୍ଚାଳି ବାରିକ
କଳାକାରଜ୍ୟୋତି ରଞ୍ଜନ ନାୟକ
ଭୂମିକା ଦାଶ
ପୁଷ୍ପା ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୦ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଭୂମିକା ଦାଶ ।[୩] ପୁଷ୍ପା ପଣ୍ଡା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦ ମଇ ୨୦୨୨ରେ ମୁକ୍ତିଲାଭ କରିଥିଲା ।[୪][୫]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଲିପି ମିଶ୍ର, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଲେଖିବା ଆ ଲେଖିବା"ହ୍ୟୁମାନ ସାଗର, ଲିପି ମିଶ୍ର 
2."ରଙ୍ଗ ତୁ ଲଗାନି"ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
3."ଜାନୁ ତୋ ମାସ୍କ ଖସା"ହ୍ୟୁମାନ ସାଗର, ଅସୀମା ପଣ୍ଡା 
4."ଆଉ ଗୋଟେ ଲଭ୍ ଷ୍ଟୋରୀ"  

ଆଧାର ସମ୍ପାଦନା

  1. "ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ ଫିଲ୍ମ, ସେପଟେ ୨ଟି ଓଡ଼ିଆ ଫିଲ୍ମ ରିଲିଜ | Kanak News". Kanak News. kanaknews.com. 20 May 2022. Archived from the original on 31 May 2022. Retrieved 31 May 2022.
  2. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  3. "Happy B'Day Bhumika : ଚୁଲବୁଲି ନାୟିକା ଭୂମିକାଙ୍କ କାହା ପ୍ରତି ରହିଛି ୱିକନେସ୍?". Odisha Reporter. ଭୁବନେଶ୍ୱର. 22 January 2021. Archived from the original on 31 May 2022. Retrieved 31 May 2022.
  4. Au Gote Lovestory Movie: Showtimes, Review, Trailer, Posters, News & Videos | eTimes, retrieved 2022-05-31
  5. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.

ବାହାର ଆଧାର ସମ୍ପାଦନା