ଆ' ଜ‌ହ୍ନରେ ଲେଖିବା ନାଁ

୨୦୦୯ର ଓଡ଼ିଆ କଥାଚିତ୍ର

ଆ' ଜ‌ହ୍ନରେ ଲେଖିବା ନାଁ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିରଞ୍ଚି ନାରାୟଣ ପଣ୍ଡା ।[୧] ଆଶୀର୍ବାଦ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଆ' ଜ‌ହ୍ନରେ ଲେଖିବା ନାଁ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକବିରଞ୍ଚି ନାରାୟଣ ପଣ୍ଡା
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଆଶୀର୍ବାଦ ପଟ୍ଟନାୟକ
ସୁଶାନ୍ତ ମଣି
କାହାଣୀଆଶୀର୍ବାଦ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି
ଗୀତାଞ୍ଜଳୀ
ଅପରାଜିତା ମହାନ୍ତି
ଝରଣା ଦାସ
ମନୋଜ ମିଶ୍ର
ଜୟୀରାମ ସାମଲ
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣଶୁଭ୍ରାଂଶୁ
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଗୀତାଞ୍ଜଳି । ଅପରାଜିତା ମହାନ୍ତି, ଝରଣା ଦାସ, ମନୋଜ ମିଶ୍ର, ଜୟୀରାମ ସାମଲ, ପପୁନ, ଅରୋସ୍ମିତା, ଆକାଂକ୍ଷା, ବିଭୁଦତ୍ତ, ପ୍ରକାଶ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକବାପୁ ଗୋସ୍ୱାମୀ, ବିଜୟ ମଲ୍ଲ, ଦେବୀଦତ୍ତ ମହାନ୍ତି ଆଦି ଗୀତକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଅରବିନ୍ଦ ଦତ୍ତ, ତପୁ ମିଶ୍ର, ଶରତ ନାୟକ, ପମି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."କିଛି ରଙ୍ଗ ଲାଗେ ଦେହରେ" 
2."ଚେହେରାରୁ ଲାଗ ତୁମେ" 
3."ଆଜିକାଲି ମନ ମୋର" 
4."ଭାଗ୍ୟ ଯେତେ କରୁ ବଡ଼" 
5."ଆ' ଜ‌ହ୍ନରେ ଲେଖିବା ନାଁ" 

ଆଧାର ସମ୍ପାଦନା

  1. "ଫେରିଲେ ବିରଞ୍ଚି". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା