ଅମଡ଼ା ବାଟ
୧୯୬୪ର ଓଡ଼ିଆ କଥାଚିତ୍ର
ଅମର ଗାଙ୍ଗୁଲୀଙ୍କ ନିର୍ଦ୍ଦେଶନାରେ[୧] ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ଅମଡ଼ା ବାଟ ୧୯୬୪ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଏହି ଚଳଚ୍ଚିତ୍ରଟି ବସନ୍ତ କୁମାରୀ ପଟ୍ଟନାୟକଙ୍କଦ୍ୱାରା ଲିଖିତ ଅମଡ଼ା ବାଟ ପୁସ୍ତକ ଉପରେ ପର୍ଯ୍ୟବସିତ ଥିଲା ।[୩]
ଅମଡ଼ା ବାଟ | |
---|---|
ନିର୍ଦ୍ଦେଶକ | ଅମର ଗାଙ୍ଗୁଲୀ |
ପ୍ରଯୋଜକ | ବାବୁଲାଲ ଦୋଶୀ |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ |
କାହାଣୀ | ବସନ୍ତ କୁମାରୀ ପଟ୍ଟନାୟକ |
କଳାକାର | ବୃନ୍ଦାବନ, ଝରଣା ଦାସ, ଅକ୍ଷୟ ମହାନ୍ତି କାଶ୍ୟପ, ଉମାକାନ୍ତ, ଶରତ ପୂଜାରୀ |
ସଙ୍ଗୀତ | ବାଳକୃଷ୍ଣ ଦାସ |
ଚିତ୍ରଗ୍ରହଣ | ଦେଓଜିଭାଇ |
ମୁକ୍ତିଲାଭ ତାରିଖ | ୧୯୬୪ |
କଥାଚିତ୍ରର ସମୟ | ୧୪୪ ମିନଟ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘ଅମଡ଼ା ବାଟ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାରସମ୍ପାଦନ କରନ୍ତୁ
- ↑ http://www.washingtonbanglaradio.com/content/111522710-flashback-75-years-odiya-oriya-movies-kapilas-bhuyan-international-film-festival-i
- ↑ Orissa Review. Home Department, Government of Orissa. 1978.
- ↑ Sachidananda Mohanty (2005). Early women's writings in Orissa, 1898-1950: a lost tradition. Sage Publications. ISBN 978-0-7619-3308-3.
- ↑ http://www.thehindu.com/features/friday-review/dance/pioneering-odissi-dancer-laxmipriya-mohapatra-talks-about-how-odissi-became-one-of-the-popular-classical-dance-in-india/article6360063.ece
ବାହାର ଲିଙ୍କସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଅମଡ଼ା ବାଟ
- Review of 'Amada Bata' in www.chakpak.com
- Casting & Crew of 'Amada Bata' in ccat.sas.upenn.edu