ଅନାମିକା ନାୟିକା

୨୦୨୨ ଓଡ଼ିଆ କଥାଚିତ୍ର

ଅନାମିକା ନାୟିକା, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର ।[୨] ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]

ଅନାମିକା ନାୟିକା
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଦୀପକ ମିଶ୍ର
କଳାକାରଦେବାଶିଷ ପାତ୍ର
ପ୍ରିୟା ଚୌଧୁରୀ
ଏଲିନା ସାମନ୍ତରାୟ
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୧୬ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ଏଲିନା ସାମନ୍ତରାୟ ଓ ପ୍ରିୟା ଚୌଧୁରୀ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୧୬ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ[୨] ଗୀତିକାର ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ସବୁଦିନ ଏଇ ସ୍ୱପ୍ନ ଆସୁ"କୁଳଦୀପ ପଟ୍ଟନାୟକ, ଦୀପ୍ତିରେଖା ପାଢ଼ୀ 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ ୨.୨ "ଆଜି ଫିଲ୍ମ 'ଅନାମିକା ନାୟିକା'ର ୱାର୍ଲ୍ଡ ଟିଭି ପ୍ରିମିୟର, ମୁଖ୍ୟ ଚରିତ୍ରରେ ଓଲିଉଡ ଦୁଇ ସୁନ୍ଦରୀ ନାୟିକା…". Prameya. ଭୁବନେଶ୍ୱର. 16 January 2022. Archived from the original on 16 January 2022. Retrieved 16 January 2022.
  3. "ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଅନାମିକା ନାୟିକା'". Prameya. ଭୁବନେଶ୍ୱର. 27 October 2021. Archived from the original on 16 January 2022. Retrieved 16 January 2022.
  4. "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.

ବାହାର ଆଧାର ସମ୍ପାଦନା