ଅନାମିକା (କବି)

ହିନ୍ଦୀ କବୀ

ଅନାମିକା (ଜନ୍ମ: ୧୭ ଅଗଷ୍ଟ ୧୯୬୧) ଜଣେ ସମସାମୟିକ ଭାରତୀୟ କବି, ସାମାଜିକ କର୍ମୀ ତଥା ଔପନ୍ୟାସିକା ।[] ହିନ୍ଦୀ ସାହିତ୍ୟରେ ଲେଖିବା ସହିତ ଇଂରାଜୀ ଭାଷାରେ ଲେଖୁଥିବା ଜଣେ ସମାଲୋଚିକା । ମାଇଁ ଟାଇପ୍ ରାଇଟର୍ ଇଜ୍ ମାଇଁ ପିଆନୋ ହେଉଛି ଇଂରାଜୀରେ ଅନୁବାଦ ହୋଇଥିବା ତାଙ୍କର ଏକ କବିତା ସଂକଳନ । ସେ ନିଜର ନାରୀବାଦୀ କବିତା ପାଇଁ ଜଣାଶୁଣା ।[]

ଅନାମିକା
୨୦୧୭ ମସିହାରେ ନୂଆ ଦିଲ୍ଲୀଠାରେ ସାର୍କ ସାହିତ୍ୟ ଉତ୍ସବରେ ଅନାମିକା
୨୦୧୭ ମସିହାରେ ନୂଆ ଦିଲ୍ଲୀଠାରେ ସାର୍କ ସାହିତ୍ୟ ଉତ୍ସବରେ ଅନାମିକା
ଜନ୍ମ ଓ ଜନ୍ମସ୍ଥାନ (1961-08-17) ୧୭ ଅଗଷ୍ଟ ୧୯୬୧ (ବୟସ ୬୩)
ମୁଜାଫରପୁର, ବିହାର, ଭାରତ
ବୃତ୍ତିକବି, ଲେଖିକା
ଜାତୀୟତାଭାରତୀୟ
ଶିକ୍ଷାଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର, ପିଏଚ୍‌ଡି, ଡିଲିଟ୍

ପ୍ରାଥମିକ ଜୀବନ ଏବଂ ଶିକ୍ଷା

ସମ୍ପାଦନା

ଅନାମିକା ୧୭ ଅଗଷ୍ଟ ୧୯୬୧ରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀର କିଶୋର ମୁର୍ତ୍ତୀ ଭବନରେ "ସମସାମୟିକ ବ୍ରିଟିଶ ଏବଂ ହିନ୍ଦୀ କବିତାରେ ମହିଳାମାନଙ୍କର ଏକ ତୁଳନାତ୍ମକ ଅଧ୍ୟୟନ" ଉପରେ ତାଙ୍କର ଏବେ ଅନୁସନ୍ଧାନ ଚାଲିଛି ।[] ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଏକ ମହାବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଶିକ୍ଷା ଦେଉଛନ୍ତି ।[]

ରଚନାବଳୀ

ସମ୍ପାଦନା
  • ଟୋକ୍ରି ମେଁ ଦିଗନ୍ତ
  • ଅନୁଷ୍ତୁପ
  • ଦୁବ-ଧାନ
  • ଖୁରଦାରୀ ହାଥେଲିଆଁ
  • ପାନି କୋ ସବ୍ ୟାଦ ଥା

ପୁରସ୍କାର

ସମ୍ପାଦନା
  • ୨୦୨୦ - ସାହିତ୍ୟ ଏକାଡେମୀ ପୁରସ୍କାର (ତାଙ୍କ କବିତା ସଂକଳନ ଟୋକ୍ରି ମେଁ ଦିଗନ୍ତ 'ଦେୟାର୍ ଗାଥା': ୨୦୧୪[] ପାଇଁ) ହିନ୍ଦୀ କବିତା ପାଇଁ ଏହି ପୁରସ୍କାର ଲାଭ କରିବାରେ ସେ ପ୍ରଥମ ନାରୀ କବି ଥିଲେ ।[][]
  1. Sen, Sudeep (November 2010). "Salt". World Literature Today. Archived from the original on 3 September 2014.
  2. ୨.୦ ୨.୧ Sethi, Rekha. "How the poetry of Anamika, winner of the Hindi Sahitya Akademi award for 2020, challenges patriarchy". Scroll.in.
  3. Subramaniam, Arundhati (1 June 2006). "Poetry and the 'Good Girl Syndrome'". Poetry International Rotterdam. Archived from the original on 3 September 2014. Retrieved 29 August 2014.
  4. "Veerappa Moily, poet Anamika among 20 to be conferred Sahitya Akademi Awards". The New Indian Express. 13 March 2021.
  5. Tarika (2021-04-04). "Anamika's Reshaping Of The Hindi Canon: The 2020 Winner Of Sahitya Akademi Award For Hindi Poetry". Feminism In India (in ବ୍ରିଟିଶ୍‌ ଇଂରାଜୀ). Retrieved 2022-04-18.
  6. "Dr. Anamika wins the Sahitya Akademi Award for Poetry". www.networkcapital.tv (in ଇଂରାଜୀ). Retrieved 2022-04-18.

ବାହାର ଲିଙ୍କ

ସମ୍ପାଦନା