ପୋଲସରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Polasara Assembly constituencyରୁ ଲେଉଟି ଆସିଛି)

ପୋଲସରା (କ୍ରମିକ ସଂଖ୍ୟା: ୧୨୪) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପୋଲସରା (ବି), ବୁଗୁଡ଼ା (ବି), ପୋଲସରା ବ୍ଳକ ଓ ବୁଗୁଡ଼ା ବ୍ଳକ । [][]

ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୪,୦୪୪
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କଠାରୁ ୨୧୨୧୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିରଞ୍ଜନ ପ୍ରଧାନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମକୃଷ୍ଣ ପଟ୍ଟନାୟକଙ୍କଠାରୁ ୧୧,୩୨୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ପୋଲସରା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ନିରଞ୍ଜନ ପ୍ରଧାନ ୫୫,୧୯୩ ୪୯.୦୪ -
କଂଗ୍ରେସ ରାମକୃଷ୍ଣ ପଟ୍ଟନାୟକ ୪୩,୮୭୧ ୩୮.୯୮ -
ଭାଜପା ଜୟନ୍ତୀ ପଢ଼ିଆରୀ ୫,୬୦୪ ୪.୯୮ -
ସ୍ୱାଧୀନ ପ୍ରତାପ ଚନ୍ଦ୍ର ନାୟକ ୧,୬୩୪ ୧.୪୫ -
ବସପା ଜଗବନ୍ଧୁ ଗଡ଼ାଙ୍ଗୀ ୧,୩୫୨ ୧.୨୦ -
ସ୍ୱାଧୀନ ସୂର୍ଯ୍ୟ ନାରାୟଣ ସାହୁ ୧,୦୪୯ ୦.୯୩ -
ସମୃଦ୍ଧ ଓଡ଼ିଶା ପ୍ରଭାସିନି ସାହୁ ୯୩୨ ୦.୮୩ -
ସ୍ୱାଧୀନ ଦୁତୀକୃଷ୍ଣ ପାଢ଼ୀ ୬୭୪ ୦.୬୦ -
ଜନ ହିତକାରୀ ପାର୍ଟି ସୁଶାନ୍ତ କୁମାର ସାହୁ ୬୭୦ ୦.୬୦ -
ସ୍ୱାଧୀନ ପି. କୈଳାଶ ଚନ୍ଦ୍ର ପାତ୍ର ୫୪୧ ୦.୪୮ -
ସ୍ୱାଧୀନ ଭଗବାନ ପ୍ରଧାନ ୫୩୮ ୦.୪୮ -
ରିସୋପା ସୁଧାନନ୍ଦ ପଣ୍ଡା ୪୮୫ ୦.୪୩ -
ଭୋଟ ବ୍ୟବଧାନ ୧୧,୩୨୨ ୧୦.୦୬* -
ମତଦାନ ହାର ୧,୧୨,୯୮୯ ୫୭.୨୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ: [][]

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf