କର୍ଣ୍ଣାଟକ
ଭାରତର ଏକ ରାଜ୍ୟ
(Karnatakaରୁ ଲେଉଟି ଆସିଛି)
ତୃଟି: the {{Wikify}} template is deprecated and has been deemed by the community as too ambiguous; please do not use/transclude/substitute it. Instead, use a more specific template, such as those listed in this template's documentation.
କର୍ଣ୍ଣାଟକ ಕರ್ನಾಟಕ | ||
---|---|---|
![]() ମହୀଶୂର ରାଜ ପ୍ରାସାଦ, ୱଡ଼େୟାର ରାଜୱଂଶର ପୂର୍ବତମ ରାଜଧାନୀ, କର୍ଣ୍ଣାଟକର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ | ||
| ||
![]() କର୍ଣ୍ଣାଟକର ଅବସ୍ଥାନ | ||
![]() କର୍ଣ୍ଣାଟକର ମାନଚିତ୍ର | ||
ଦେଶ | ![]() | |
ସ୍ଥାପନ | ୧ ନଭେମ୍ବର ୧୯୫୬ | |
ରାଜଧାନୀ | ବେଙ୍ଗାଳୁରୁ | |
ବୃହତ୍ତମ ନଗର | ବେଙ୍ଗାଳୁରୁ | |
ଜିଲ୍ଲା | ୩୦ | |
ସରକାର | ||
• ରାଜ୍ୟପାଳ | ହଂସରାଜ ଭରଦ୍ୱାଜ | |
• ମୁଖ୍ୟମନ୍ତ୍ରୀ | ସିଦ୍ଦରମେୟା | |
• ନ୍ୟାୟପାଳିକା | ଦୁଇ ନ୍ୟାୟପାଳିକା (୨୨୪+୭୫ ଆସନ) | |
କ୍ଷେତ୍ରଫଳ | ||
• ମୋଟ | 1,91,791 km2 (74,051 sq mi) | |
କ୍ଷେତ୍ରଫଳ କ୍ରମାଙ୍କ | ଅଷ୍ଟମ (୮ମ) | |
ଜନସଂଖ୍ୟା (୨୦୧୧) | ||
• ମୋଟ | ୬,୧୧,୩୦,୭୦୪ | |
• କ୍ରମାଙ୍କ | ନବମ (୯ମ) | |
• ଘନତା | 320/km2 (830/sq mi) | |
ସମୟ ମଣ୍ଡଳ | UTC+୦୫:୩୦ (IST) | |
ISO 3166 code | IN-KA | |
HDI | ![]() | |
HDI କ୍ରମାଙ୍କ | ୨୫ ତମ(୨୦୦୫) | |
ସାକ୍ଷରତା | ୬୯.୩% | |
ସରକାରୀ ଭାଷା | କନ୍ନଡ଼, ଇଂରାଜୀ | |
ୱେବସାଇଟ | karunadu.gov.in |
କର୍ଣ୍ଣାଟକ (କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଚିମ ଭାରତର ଏକ ରାଜ୍ୟ। ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା। ଏହାର ପୂର୍ବ ନାମ ମହୀଶୂର ଥିଲା। ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ।
କର୍ଣ୍ଣାଟକର ପଶ୍ଚିମରେ ଆରବ ସାଗର, ଉତ୍ତର-ପଶ୍ଚିମରେ ଗୋଆ, ଉତ୍ତରରେ ମହାରାଷ୍ଟ୍ର, ଉତ୍ତର-ପୂର୍ବରେ ତେଲେଙ୍ଗାନା, ପୂର୍ବରେ ଆନ୍ଧ୍ର ପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲ4ନାଡୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ। ରାଜ୍ୟର ମୋଟ ଆୟତନ ୧,୯୧,୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ। ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ ।
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ଭାଷା ଓ ସାହିତ୍ୟସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ କର୍ଣ୍ଣାଟକ
ବାବଦରେ ମାଧ୍ୟମ ରହିଛି ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |