ଝରିଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ
(Jharigam Assembly constituencyରୁ ଲେଉଟି ଆସିଛି)


ଝରିଗାଁ (କ୍ରମିକ ସଂଖ୍ୟା: ୭୪) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୨] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଝରିଗାଁ ବ୍ଳକ, ଚନ୍ଦାହାଣ୍ଡି ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[୩][୪]

ଝରିଗାଁ
Constituency No. 74 for the ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀ ବିବରଣି
ଦେଶଭାରତ
ଅଞ୍ଚଳପୂର୍ବ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ସ୍ଥାପିତ୨୦୦୯
ମୋଟ ଭୋଟର୧,୯୨,୨୦୫[୧][a]
ସଂରକ୍ଷଣଅନୁସୂଚିତ ଜନଜାତି
ବିଧାନ ସଭା ସଭ୍ୟ
୧୭ଶ ଓଡ଼ିଶା ବିଧାନ ସଭା
ପଦସ୍ଥ
ଦଳଭାରତୀୟ ଜନତା ପାର୍ଟି
ନିର୍ବାଚିତ୨୦୨୪

ଗତ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନରସିଂହ ଭତ୍ରା ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କଠାରୁ ୩,୨୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]

୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କଠାରୁ ୧୧୧୯୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୬]

୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ମାଝିଙ୍କଠାରୁ ୨୨,୨୭୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୨୪ ପର୍ଯ୍ୟନ୍ତ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା
୨୦୦୯ ବିଧାନ ସଭା ନିର୍ବାଚନ, ଝରିଗାଁ [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରମେଶ ଚନ୍ଦ୍ର ମାଝି ୫୪,୭୬୭ ୪୫.୭୨ -
କଂଗ୍ରେସ ଜଳନ୍ଧର ମାଝି ୩୨,୪୯୧ ୨୭.୧୨ -
ଭାଜପା ସୋନ ମାଝି ୧୩,୨୨୬ ୧୧.୦୪ -
ସ୍ୱାଧୀନ ଗୋପାଳ ପୂଜାରୀ ୬,୩୯୩ ୫.୩୪ -
ବସପା କଦମ୍ବ ପୂଜାରୀ ୫,୫୩୫ ୪.୬୨ -
ସମୃଦ୍ଧ ଓଡ଼ିଶା ଲକ୍ଷ୍ମୀ ସନ୍ତ ୪,୦୯୮ ୩.୪୨ -
କଳିଙ୍ଗ ସେନା ହୀରାସିଂହ ମାଝି ୩,୨୮୧ ୨.୭୪ -
ଭୋଟ ବ୍ୟବଧାନ ୨୨,୨୭୬ ୧୮.୬୦* -
ମତଦାନ ହାର ୧,୧୯,୭୯୧ ୬୯.୪୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

  1. as on 1 January 2014
  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "Jharigam Assembly Election 2009, Orissa". empoweringindia.org. Retrieved 16 June 2013. Constituency: Jharigam (74) District : Nabarangpur[permanent dead link]
  3. Assembly Constituencies and their Extent
  4. Seats of Odisha
  5. "Assembly Constituency 74 - Jharigam (Odisha)". Election Commission of India. Retrieved 28 June 2024.
  6. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  7. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 22276
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf