ଇନଫ୍ଲିକ୍ସିମାବ

କେତେକ ଅଟୋଇମ୍ମ୍ୟୁନ ରୋଗରେ ଦିଆଯାଏ ।
(Infliximabରୁ ଲେଉଟି ଆସିଛି)

ଇନଫ୍ଲିକ୍ସିମାବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେମିକେଡ୍, ହେଉଛି ଏକ ଔଷଧ ଯାହା କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ, ରିଉମାଟଏଡ ଆର୍ଥ୍ରାଇଟିସ, ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍, ସୋରିଆସିସ, ସୋରିଆଟିକ୍ ଆର୍ଥ୍ରାଇଟିସ୍ ଏବଂ ବେସେଟ୍ ରୋଗ ଭଳି ଅନେକ ଅଟୋମ୍ୟୁମ୍ୟୁନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ଏହାକୁ ମେଥୋଟ୍ରେକ୍ସେଟ୍ ସହିତ ଏକତ୍ର ବ୍ୟବହାର କରାଯାଇପାରେ | [୩] ଏହା ଅତି ଧୀର ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ କମରେ ୨ ଘଣ୍ଟା ଧରି ଦିଆଯାଏ ଓ ଛଅରୁ ଆଠ ସପ୍ତାହ ବ୍ୟବଧାନରେ ଦିଆଯାଏ | [୪]

ଇନଫ୍ଲିକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetTNF
Clinical data
Trade namesRemicade, Remsima, Inflectra, others
SynonymsInfliximab-abda, infliximab-axxq, infliximab-dyyb, infliximab-qbtx
AHFS/Drugs.commonograph
data
Pregnancy
category
Routes of
administration
Intravenous (IV)
Legal status
Legal status
Pharmacokinetic data
Bioavailability92% (IV, if 8% left in the syringe)
Metabolismreticuloendothelial system
Elimination half-life9.5 days
Chemical and physical data
FormulaC6428H9912N1694O1987S46
Molar mass୧,୪୪,୧୯୦.୬୪ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ତୀବ୍ର ଇନଫ୍ୟୁଜନ ପ୍ରତିକ୍ରିୟା, ଯକୃତ ସମସ୍ୟା ଏବଂ ପେଟ ଯନ୍ତ୍ରଣା ଅନ୍ତର୍ଭୁକ୍ତ | [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ହେପାଟାଇଟିସ୍ ବିର ପୁନଃ ସକ୍ରିୟତା, ହୃଦଘାତର ଅବସ୍ଥା ଖରାପ ହେବା ଏବଂ ଲୁପସ୍ ପରି ଅବସ୍ଥା ହୋଇପାରେ | [୪] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [୫] ସ୍ତନ୍ୟପାନ ସମୟରେ ବ୍ୟବହାର ଶିଶୁ ପାଇଁ ନିରାପଦ ଅଟେ | [୩] ଇନଫ୍ଲିକ୍ସିମାବ ହେଉଛି ଏକ ଚିମେରିକ ମୋନୋକ୍ଲୋନାଲ ଆଣ୍ଟିବଡି ଓ ବାୟୋଲୋଜିକାଲ ଏଜେଣ୍ଟ । [୪] ଏହା TNF-α ସ‌ହ ବାନ୍ଧି ହୋଇଯାଇ ତାହାକୁ ନିଉଟ୍ରାଲାଇଜ କରି କାର୍ଯ୍ୟକ୍ଷମ ହେଉଥିବା ପରି ମନେହୁଏ, ଏହାକୁ କୋଷରେ ଥିବା ରିସେପ୍ଟରଗୁଡ଼ିକ ସହିତ ପ୍ରତିକ୍ରିୟାରୁ ରକ୍ଷା କରିଥାଏ | [୪]

୧୯୯୮ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଇନଫ୍ଲାଇକ୍ସିମାବ, [୨] ଏବଂ ଅଗଷ୍ଟ ୧୯୯୯ରେ ଯୁରୋପୀୟ ୟୁନିଅନରେ ଅନୁମୋଦନ କରାଯାଇଥିଲା ।[୬] ବାୟୋସିମିଲାର ଗୁଡ଼ିକ ୨୦୧୩ରେ ୟୁରୋପ ୟୁନିଅନରେ,[୭] ଜାପାନରେ ୨୦୧୪ରେ[୮] ଏବଂ ଯୁକ୍ତରାଜ୍ୟରେ ୨୦୧୬ରେ ଅନୁମୋଦିତ ହୋଇଥିଲା ।[୯] ଯୁକ୍ତରାଜ୍ୟରେ ୨୦୨୦ ସୁଦ୍ଧା ୧୦୦ ମିଗ୍ରାର ମୂଲ୍ୟ ୩୭୭ ପାଉଣ୍ଡ ଥିଲା ।[୩] ୨୦୨୦ ମସିହା ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏକ ବାୟୋସିମିଲାର ମୂଲ୍ୟ ୩୭୭ ପାଉଣ୍ଡ ଖର୍ଚ୍ଚ ହୋଇଥାଏ। [୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ "Infliximab Use During Pregnancy". Drugs.com. 2 July 2019. Archived from the original on 30 November 2020. Retrieved 13 August 2020.
  2. ୨.୦ ୨.୧ ୨.୨ "Infliximab, Infliximab-dyyb Monograph for Professionals". Drugs.com. American Society of Health-System Pharmacists. Archived from the original on 15 July 2019. Retrieved 15 July 2019.
  3. ୩.୦ ୩.୧ ୩.୨ BNF 79 : March 2020. London: Royal Pharmaceutical Society. 2020. p. 1153. ISBN 9780857113658.
  4. ୪.୦ ୪.୧ ୪.୨ ୪.୩ "Infliximab, Infliximab-dyyb Monograph for Professionals". Drugs.com. American Society of Health-System Pharmacists. Archived from the original on 15 July 2019. Retrieved 15 July 2019.
  5. "Infliximab Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 29 October 2020.
  6. "Remicade EPAR". European Medicines Agency (EMA). 17 September 2018. Archived from the original on 22 October 2020. Retrieved 2 April 2020.
  7. "EC approves first monoclonal antibody biosimilar / News / Biosimilars / Home - GaBI Online - Generics and Biosimilars Initiative". www.gabionline.net. Archived from the original on 24 October 2020. Retrieved 29 October 2020.
  8. "FDA approves Inflectra, a biosimilar to Remicade" (Press release). 6 December 2019. Archived from the original on 7 December 2019. Retrieved 6 December 2019.
  9. "Nippon Kayaku launches biosimilar Remicade in Japan". www.thepharmaletter.com. Archived from the original on 13 October 2015. Retrieved 29 October 2020.
  10. "Infliximab-Axxq Prices and Infliximab-Axxq Coupons". GoodRx (in ଆମେରିକୀୟ ଇଂରାଜୀ). Retrieved 29 October 2020.