ୟୁ ଟ୍ୟୁବ

(YouTubeରୁ ଲେଉଟି ଆସିଛି)

ୟୁଟ୍ୟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ଼ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍‌ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍‌ରେ ପ୍ରତି ମିନିଟ୍‌ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।[][]

YouTube, LLC
TypeSubsidiary of Google, limited liability company
ତିଆରି କରାଯାଇଥିଲାଫେବୃଆରୀ 14, 2005 (2005-02-14)
ପ୍ରତିଷ୍ଠାତାSteve Chen, Chad Hurley, Jawed Karim
ମୂଖ୍ୟସ୍ଥାନ901 Cherry Ave, San Bruno,
California
, United States
ସେବା ପରିସରWorldwide (except blocked countries)
ମୁଖ୍ୟ ଲୋକSusan Wojcicki (CEO)
Chad Hurley (Advisor)
କେଉଁ ପ୍ରକାରର କମ୍ପାନୀInternet
ମୂଳ କମ୍ପାନୀIndependent (2005–2006)
Google (2006–present)
ସ୍ଳୋଗାନBroadcast Yourself (2005–2012)
ବେବସାଇଟYouTube.com
(see list of localized domain names)
ଆଲେକ୍ସା ସ୍ଥାନSteady 3 (March 2014)[]
ସାଇଟର ପ୍ରକାରVideo hosting service
ଅନଲାଇନ ପ୍ରଚାରGoogle AdSense
ଖାତାଖୋଲାOptional (Only required for certain tasks such as uploading videos, viewing flagged videos, viewing flagged comments, liking videos, adding videos to playlists and commenting on videos)
ମିଳୁଥିବା ସଂସ୍କରଣ61 language versions available through user interface[]
ପ୍ରଥମେ ଆସିଥିଲାଫେବୃଆରୀ 14, 2005 (2005-02-14)
ଏବେକାର ସ୍ଥିତିActive
Screenshot
ଫାଇଲ:YouTube Homepage Dec 7 2012.png
Screenshot of YouTube's homepage
ୟୁଟୁବ ଲୋଗୋ

ଇତିହାସ

ଆଧାର

  1. "Youtube.com Site Info". Alexa Internet. Archived from the original on 2016-08-07. Retrieved 2014-03-01.
  2. "YouTube language versions". Retrieved March 18, 2014.
  3. Loke Hale, James (May 7, 2019). "More Than 500 Hours Of Content Are Now Being Uploaded To YouTube Every Minute". TubeFilter. Los Angeles, CA. Retrieved June 10, 2019.
  4. Neufeld, Dorothy (2021-01-27). "The 50 Most Visited Websites in the World". Visual Capitalist (in ଆମେରିକୀୟ ଇଂରାଜୀ). Retrieved 2021-12-06.