ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଫେବୃଆରୀ ବର୍ଷର ୪୦ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୫ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୬ ଦିନ ) ।
- ୧୭୮୮ - ଋଷିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଅଷ୍ଟ୍ରିଆ।
- ୧୮୦୧ - ଫ୍ରାନ୍ସ - ଅଷ୍ଟ୍ରିଆ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
- ୧୯୬୯ - ବୋଇଂ-୭୪୭ର ପ୍ରଥମ ଉଡାଣ।
- ୧୯୭୧ - ମହାକାଶଯାନ ଆପୋଲୋ - ୧୪ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲା।
- ୧୯୭୫ - ମହାକାଶଯାନ ୟୁସୋଜ-୧୭ ପୃଥିବୀକୁ ଅବତରଣ କଲା।
- ୧୯୯୨ - ହେଇକି ହେଙ୍କେଲ ହାଇ-ଜମ୍ପରେ ବିଶ୍ୱ ରେକର୍ଡ କଲେ।
- ୨୦୧୪ - ଅଷ୍ଟ୍ରେଲିୟ ବୈଜ୍ଞାନିକ ବିଶ୍ୱର ସର୍ବ ପୁରାତ୍ତନ ତାରା ଠାବ କଲେ ।
ଉଇକିମିଡ଼ିଆ କମନ୍ସରେ ୯ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି । |