୧ ଫେବୃଆରୀ
ତାରିଖ
(ଫେବୃଆରୀ ୧ରୁ ଲେଉଟି ଆସିଛି)
<< | ଫେବୃଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ||||
୪ | ୫ | ୬ | ୭ | ୮ | ୯ | ୧୦ |
୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
୨୫ | ୨୬ | ୨୭ | ୨୮ | ୨୯ | ||
୨୦୨୪ |
February 1 in recent years |
୨୦୨୪ (ଗୁରୁବାର) |
୨୦୨୩ (ବୁଧବାର) |
୨୦୨୨ (ମଙ୍ଗଳବାର) |
୨୦୨୧ (ସୋମବାର) |
୨୦୨୦ (ଶନିବାର) |
୨୦୧୯ (ଶୁକ୍ରବାର) |
୨୦୧୮ (ଗୁରୁବାର) |
୨୦୧୭ (ବୁଧବାର) |
୨୦୧୬ (ସୋମବାର) |
୨୦୧୫ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଫେବୃଆରୀ ବର୍ଷର ୩୨ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୩ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୪ ଦିନ ) ।
ଘଟଣାବଳୀ
ସମ୍ପାଦନାଜନ୍ମ
ସମ୍ପାଦନା- ୧୯୧୫- ଶତ୍ରୁଘ୍ନ ନାଥ, ଶିକ୍ଷାବିତ ଓ ସାହିତ୍ୟିକ (ମୃତ୍ୟୁ: ୧୦ ମାର୍ଚ୍ଚ ୨୦୦୬)
- ୧୯୩୩- ଧୀରେନ୍ଦ୍ର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟ ଗବେଷକ, ଲେଖକ (ମୃତ୍ୟୁ: ୧ ଜାନୁଆରୀ ୨୦୦୯)
- ୧୯୫୩- ରାମହରି ଦାଶ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଶୀ ସଙ୍ଗୀତଜ୍ଞ
- ୧୯୬୯-ନମିତା ଅଗ୍ରୱାଲ , ସଙ୍ଗୀତଜ୍ଞ
ମୃତ୍ୟୁ
ସମ୍ପାଦନା- ୧୯୮୨- ରଘୁନାଥ ମୁର୍ମୁ, ଅଲ ଚିକି ଲିପିର ଜନକ (ଜନ୍ମ: ୫ ମଇ ୧୯୦୫)
- ୨୦୦୩ - କଳ୍ପନା ଚାୱଲା, ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ । (ଜନ୍ମ : ୧୭ ମାର୍ଚ୍ଚ ୧୯୬୨)
ପର୍ବପର୍ବାଣି
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୧ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2007-01-16 at the Wayback Machine.
- କାନାଡାରେ ଏହି ଦିନ