୧୦
୧୧ ୧୨ ୧୩ ୧୪ ୧୫ ୧୬ ୧୭
୧୮ ୧୯ ୨୦ ୨୧ ୨୨ ୨୩ ୨୪
୨୫ ୨୬ ୨୭ ୨୮ ୨୯
  ୨୦୨୪ (ସୋମବାର)
  ୨୦୨୩ (ରବିବାର)
  ୨୦୨୨ (ଶନିବାର)
  ୨୦୨୧ (ଶୁକ୍ରବାର)
  ୨୦୨୦ (ବୁଧବାର)
  ୨୦୧୯ (ମଙ୍ଗଳବାର)
  ୨୦୧୮ (ସୋମବାର)
  ୨୦୧୭ (ରବିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ଗୁରୁବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୫ ଫେବୃଆରୀ ବର୍ଷର ୩୬ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୯ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୦ ଦିନ ) ।

ଘଟଣାବଳୀ ସମ୍ପାଦନା

  • ୧୮୧୭ – ଆମେରିକାରେ ପ୍ରଥମ ଥର କୋଇଲା ଗ୍ୟାସରେ ବତୀ ପ୍ରଜ୍ଜ୍ୱଳିତ ।
  • ୧୯୦୦ – ଆମେରିକା ଓ ବ୍ରିଟେନ ମଧ୍ୟରେ ପାନାମା କେନାଲ ଚୁକ୍ତି ସ୍ୱାକ୍ଷର ।
  • ୧୯୩୭ – ପ୍ରଥମ ଥର ଚାର୍ଲି ଚାପଲିନ ଅଭିନୀତ କଥାଚିତ୍ର (କଥାକୁହା ସିନେମା) ମୁକ୍ତିଲାଭ କରିଥିଲା ।
  • ୧୯୭୧ – ମହାକାଶ ଯାନ ଆପୋଲୋ-୧୪ ଅଭିଯାନରେ ମହାକାଶଚାରୀ ଚନ୍ଦ୍ରରେ ପାଦ ଦେଲେ ।

ଜନ୍ମ ସମ୍ପାଦନା

ମୃତ୍ୟୁ ସମ୍ପାଦନା

ପର୍ବପର୍ବାଣି ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା