ହରି ବୋଲ ନୁହେଁ ଟଙ୍କା ବୋଲ

୨୦୧୪ର ଓଡ଼ିଆ କଥାଚିତ୍ର

ହରି ବୋଲ ନୁହେଁ ଟଙ୍କା ବୋଲ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀନିବାସ । ଶ୍ରୀନିବାସ ଏହି ଚଳଚ୍ଚିତ୍ରଟିର କାହଣୀ ଲେଖିଥିଲେ ଏବଂ ବିଜୟ ମହାନ୍ତି ଏହାର ସଂଳାପ ଲେଖିଥିଲେ । କ୍ରିଷ୍ଣା ପ୍ରସାଦ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଭାନୁ ଏବଂ ଅଂଶୁମାନ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ହରି ବୋଲ ନୁହେଁ ଟଙ୍କା ବୋଲ
ନିର୍ଦ୍ଦେଶକକ୍ରିଷ୍ଣା ପ୍ରସାଦ
ପ୍ରଯୋଜକଶ୍ରୀନିବାସ
ସଂଳାପବିଜୟ ମହାନ୍ତି
ଚିତ୍ରନାଟ୍ୟକ୍ରିଷ୍ଣା ପ୍ରସାଦ
କାହାଣୀଶ୍ରୀନିବାସ
କଳାକାରଚୁଙ୍ଗା, କଳ୍ପନା, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଆକାଶ ଦାସନାୟକ, ସମରେଶ ରାଉତରାୟ, ଜୟୀରାମ ସାମଲ, ତୃପ୍ତି ସିହ୍ନା
ସଙ୍ଗୀତଭାନୁ, ଅଂଶୁମାନ
ଚିତ୍ରଗ୍ରହଣଶୁଭେନ୍ଦୁ
ମୁକ୍ତିଲାଭ ତାରିଖ
୧ ମଇ ୨୦୧୪[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚୁଙ୍ଗା ଏବଂ କଳ୍ପନା ।[୧] ଅନନ୍ତ ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଆକାଶ ଦାସନାୟକ, ଜୀବନ ପଣ୍ଡା, ସମରେଶ ରାଉତରାୟ, ଜୟୀରାମ ସାମଲ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କାଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିରେ ଦୁଇଜଣ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଭାନୁ ଏବଂ ଅଂଶୁମାନ ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ନାଲି ଲେହେଙ୍ଗାକୁ କଳା ଚୋଲି ଶୈଳ" 
2."ନୀଳ ଆଖିରେ ନୀଳ ଶାଢ଼ୀରେ ନୀଳ ନୟନା" 
3."ପ୍ରେମ ମୋର ସବୁବେଳେ ଚୋଖା ଚୋଖା" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "2014 Odia Movies List of Released Ollywood Films". Incredible Orissa. 5 November 2014. Retrieved 9 September 2017.
  2. "Hari Bol Nuhe Bhai Tanka Bol". nuaodisha.com. Retrieved 9 September 2017.
  3. ୩.୦ ୩.୧ "Hari Bola Nuhen Bhai Tanka Bola". Incredible Orissa. 22 August 2013. Retrieved 9 September 2017.

ବାହାର ଆଧାରସମ୍ପାଦନ କରନ୍ତୁ