ସ‌ଉତୁଣୀ

୧୯୭୯ର କଥାଚିତ୍ର

ଅକ୍ଷୟ ମହାନ୍ତି କାଶ୍ୟପଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଉତୁଣୀ [୧] ୧୯୭୯ ମସିହାରେ ମୁକ୍ତିଲାଭ କରିଥିଲା ।

ସଉତୁଣୀ
ନିର୍ଦ୍ଦେଶକଅକ୍ଷୟ ମହାନ୍ତି କାଶ୍ୟପ
ସଂଳାପ(ସଂଳାପ):
କଳାକାରବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅନିତା ଦାସ, ଜୟୀରାମ ସାମଲ
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୯୭୯
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୨ଲକ୍ଷ ୬୦ହଜାର

ଅଭିନୟରେ ସମ୍ପାଦନା

ଓଡ଼ିଆଚଳଚ୍ଚିତ୍ର ‘ସଉତୁଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ ସମ୍ପାଦନା

  • ସଙ୍ଗୀତକାର: ବାସୁଦେବ ରଥ
  • ଗୀତିକାର: ସୁରେନ୍ଦ୍ର ବିଦ୍ୟାଧର
  • ପ୍ରଚ୍ଛଦପଟ ଗାୟକ: ଏସ. ଜାନକୀ, ଭୁବନେଶ୍ୱରୀ ମିଶ୍ର, ପ୍ରଣବ ପଟ୍ଟନାୟକ, ତାନସେନ ସିଂ

ଗୀତ ସମ୍ପାଦନା

  • ଗୀତ

ଆଧାର ସମ୍ପାଦନା

  1. ଇଣ୍ଟରନେଟ ମୁଭି ଡାଟାବେସରେ ସ‌ଉତୁଣୀ