ଚାର୍ଲସ କୋରିଆ
ବାସ୍ତୁକାର ଓ ନଗର ଯୋଜନାବୀତ
(Charles Correaରୁ ଲେଉଟି ଆସିଛି)
ଚାର୍ଲସ କୋରିଆ ସ୍ୱାଧୀନ ଭାରତର ଜଣେ ଖ୍ୟାତନାମା ବାସ୍ତୁକାର ଓ ନଗର ଯୋଜନାବୀତ ଥିଲେ । ସେ ୫୦ବର୍ଷରୁ ଅଧିକା କାଳ ଧରି ସ୍ଥାପତ୍ୟ କଳାରେ ସକ୍ରିୟ ଥିଲେ । ତାଙ୍କର ଡିଜାଇନ୍ କରାଯାଇଥିବା ଘର, ଅଫିସ୍ ଘର,ଶିଖ୍ୟା କ୍ୟାମ୍ପସ୍ ,ନଗର ଯୋଜନା ଆମ ଦେଶର ସବୁ କୋଣରେ ଆଛି ।
ଚାର୍ଲସ କୋରିଆ | |
---|---|
ଜନ୍ମ | ୧ ସେପ୍ଟେମ୍ବେର୍ ୧୯୩୦ ସିକନ୍ଦରାବାଦ |
ମୃତ୍ୟୁ | ୧୬ ଜୁନ ୨୦୧୫ ମୁମ୍ବାଇ |
ଜାତୀୟତା | ଭାରତୀୟ |
ବିଭାଗ | ସ୍ଥପତୀ, ବାସ୍ତୁକାର, ନଗର ଯୋଜନାବୀତ |
ପ୍ରଶିକ୍ଷଣ | ମିସିଗାନ୍ ୟୁନିଭରସିଟି(୧୯୪୯-୫୩) , ମାସାଚୁସେଟ୍ସ ଇନଷ୍ଟିଟିଯୂଟ୍ ଓଫ୍ ଟେକ୍ନୋଲୋଜି (୧୯୫୩-୫୫) |
ପୁରସ୍କାର | ପଦ୍ମଶ୍ରୀ(୧୯୭୨),ରୟାଲ ଗୋଲ୍ଦ୍ ମେଡାଲ୍-ରିବା(୧୯୮୪) [୧],ଅଗା ଖାଁ ଆୱ୍ଆର୍ଡ୍ ଫର୍ ଆର୍କିଟେକ୍ଚଚର୍(୧୯୯୮) [୨],ପଦ୍ମବିଭୂଷଣ(୨୦୦୬) |
ଜୀବନ କାଳ
ସମ୍ପାଦନାବିଷେଶ ସ୍ଥାପତ୍ୟ କୃତୀ
ସମ୍ପାଦନା- ହ୍ୟାଣ୍ଡଲୁମ ପାଭିଲିଅନ, ନୂଆ ଦିଲ୍ଲୀ, ୧୯୫୮
- ଗାନ୍ଧୀ ସ୍ମାରକ ସଂଗ୍ରହଳାୟ,ସାବରମତୀ, ଅହମଦାବାଦ, ୧୯୫୮-୬୩
- ରାଷ୍ଟ୍ରିୟ ହସ୍ତକଳା ସଂଗ୍ରହଳାୟ, ନୂଆ ଦିଲ୍ଲୀ, ୧୯୭୫
- ବିଧାନ ଭବନ, ଭୋପାଳ, ୧୯୮୦
- ବ୍ରିଟିଶ୍ କାଉନଶିଲ୍,ନୂଆ ଦିଲ୍ଲୀ, ୧୯୮୭-୯୨
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ପଦ୍ମଶ୍ରୀ(୧୯୭୨)
- ରୟାଲ ଗୋଲ୍ଦ୍ ମେଡାଲ୍-ରିବା(୧୯୮୪)
- ଅଗା ଖାଁ ଆୱ୍ଆର୍ଡ୍ ଫର୍ ଆର୍କିଟେକ୍ଚଚର୍, ୭ମ ସଂସ୍କରଣ (୧୯୯୮)
- ପଦ୍ମବିଭୂଷଣ(୨୦୦୬)