ସଉତୁଣୀ
୧୯୭୯ର କଥାଚିତ୍ର
(ସଉତୁଣୀ (୧୯୭୯ର କଥାଚିତ୍ର)ରୁ ଲେଉଟି ଆସିଛି)
ଅକ୍ଷୟ ମହାନ୍ତି କାଶ୍ୟପଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଉତୁଣୀ [୧] ୧୯୭୯ ମସିହାରେ ମୁକ୍ତିଲାଭ କରିଥିଲା ।
ସଉତୁଣୀ | |
---|---|
ନିର୍ଦ୍ଦେଶକ | ଅକ୍ଷୟ ମହାନ୍ତି କାଶ୍ୟପ |
ସଂଳାପ | (ସଂଳାପ): |
କଳାକାର | ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅନିତା ଦାସ, ଜୟୀରାମ ସାମଲ |
ସଙ୍ଗୀତ | ବାସୁଦେବ ରଥ |
ମୁକ୍ତିଲାଭ ତାରିଖ | ୧୯୭୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୨ଲକ୍ଷ ୬୦ହଜାର |
ଅଭିନୟରେ
ସମ୍ପାଦନାଓଡ଼ିଆଚଳଚ୍ଚିତ୍ର ‘ସଉତୁଣୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତ
ସମ୍ପାଦନା- ସଙ୍ଗୀତକାର: ବାସୁଦେବ ରଥ
- ଗୀତିକାର: ସୁରେନ୍ଦ୍ର ବିଦ୍ୟାଧର
- ପ୍ରଚ୍ଛଦପଟ ଗାୟକ: ଏସ. ଜାନକୀ, ଭୁବନେଶ୍ୱରୀ ମିଶ୍ର, ପ୍ରଣବ ପଟ୍ଟନାୟକ, ତାନସେନ ସିଂ
ଗୀତ
ସମ୍ପାଦନା- ଗୀତ