ସଂସାର (୧୯୭୧ର ଓଡ଼ିଆ ଚଳଚ୍ଚିତ୍ର)
୧୯୭୧ର ଓଡ଼ିଆ କଥାଚିତ୍ର
(ସଂସାରରୁ ଲେଉଟି ଆସିଛି)
ସଂସାର, ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଗୌର ଘୋଷ ଓ ପାର୍ବତୀ ଘୋଷଙ୍କ ମିଳିତ ନିର୍ଦ୍ଦେଶନାରେ ଏହା ନିର୍ମିତ ହେଇଥିଲା । ସାରଦା ପ୍ରସନ୍ନ ନାୟକ ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ । [୧]
ସଂସାର | |
---|---|
ନିର୍ଦ୍ଦେଶକ | ଗୌର ଘୋଷ ଓ ପାର୍ବତୀ ଘୋଷ |
ପ୍ରଯୋଜକ | ଗୌର ଘୋଷ, ପାର୍ବତୀ ଘୋଷ |
ସଂଳାପ | ସାରଦା ପ୍ରସନ୍ନ ନାୟକ |
ଚିତ୍ରନାଟ୍ୟ | ସାରଦା ପ୍ରସନ୍ନ ନାୟକ |
କାହାଣୀ | ସାରଦା ପ୍ରସନ୍ନ ନାୟକ |
କଳାକାର | ଗୌର ଘୋଷ, ଗୀତା, ଅକ୍ଷୟ ମହାନ୍ତି କାଶ୍ୟପ, ଚପଳା ନାୟକ, ସାମୁଏଲ ସାହୁ (ବାବି) |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୭୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟରେ
ସମ୍ପାଦନାସଂସାର କଥାଚିତ୍ରରେ ଅଭିନୟ କରିଥିବା କଳାକାର ହେଲେ:
ଦ୍ରଷ୍ଟବ୍ୟ
ସମ୍ପାଦନା- ↑ "ସଂସାର". ନଜର୍ (ନିତିଦିନ). Retrieved 11 September 2016.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସଂସାର