ଷଷ୍ଠରୁ ନଷ୍ଟ

୨୦୨୧ ଓଡ଼ିଆ କଥାଚିତ୍ର

ଷଷ୍ଠରୁ ନଷ୍ଟ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟ ରଥ । ଦୀପକ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଷଷ୍ଠରୁ ନଷ୍ଟ
ନିର୍ଦ୍ଦେଶକମୂରଲୀ କ୍ରିଷ୍ଣା
ପ୍ରଯୋଜକସୂର୍ଯ୍ୟ ରଥ
ସଂଳାପଦୀପକ କୁମାର
ଚିତ୍ରନାଟ୍ୟମୂରଲୀ କ୍ରିଷ୍ଣା
କଳାକାରଅର୍ଦ୍ଧେନ୍ଦୁ ସାହୁ
ତମନ୍ନା ବ୍ୟାସ
ମହାଶ୍ୱେତା ରାୟ
ଇଲୁ ବାନାର୍ଜୀ
ରତନ ମେହେର
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୦ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ସାହୁ ଓ ତମନ୍ନା ବ୍ୟାସ । ମହାଶ୍ୱେତା ରାୟ, ଇଲୁ ବାନାର୍ଜୀ, ରତନ ମେହେର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ୧୦ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ଅସୀମା ପଣ୍ଡା, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ସାଥୀ ଆ ସାଥୀ ଆ" 
2."ପ୍ରେମ କ'ଣ କି ଆଉ" 

ଆଧାର ସମ୍ପାଦନା

  1. "Bunch of Odia movies up for grabs this Puja". The Pioneer (in English). Bhubaneswar. 13 October 2021. Retrieved 22 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା