ଶ୍ରେୟା ଘୋଷାଲ
ଶ୍ରେୟା ଘୋଷାଲ (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ ଅସିମୀୟା, ଓଡ଼ିଆ, ବଙ୍ଗଳା, କନ୍ନଡ, ମାଲୟାଲମ, ମରାଠୀ, ପଞ୍ଜାବୀ, ତାମିଲ,ତେଲଗୁ ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମରେ କଣ୍ଠଦାନ କରିଛନ୍ତି ।
ଶ୍ରେୟା ଘୋଷାଲ | |
---|---|
Background information | |
ଶୈଳୀ | ପପ,ପ୍ରଚ୍ଛଦପଟ୍ଟ ଗାୟନ,ଗଜଲ, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟନ |
ପେଷା | ଗାୟକ, ସଙ୍ଗୀତକାର,ମଞ୍ଚ ସେଲେବ୍ରିଟି |
ବାଦ୍ୟଯନ୍ତ୍ର | କଣ୍ଠ |
କାର୍ଯ୍ୟକାଳ | ୨୦୦୨ରୁ ଏବେଯାଏଁ |
ୱେବସାଇଟ | shreyaghoshal.com |
ଶ୍ରେୟା ସାରେ ଗା ମା ପା ପ୍ରତିଯୋଗିତା ପରେ ହିନ୍ଦୀ ଚଳଚ୍ଚିତ୍ରଦେବଦାସରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଯାହାପାଇଁ ସେ ଫିଲ୍ମଫେୟାର ଆବାଡ ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର ଓ ନୂଆ ସଙ୍ଗୀତ ପ୍ରତିଭା ପାଇଁ ଆର.ଡ଼ି. ବର୍ମନ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । [୧] ତାହା ପରଠାରୁ ସେ ୨୦୦ରୁ ଅଧିକ ସିନେମାରେ ଗାଇ ସାରିଛନ୍ତି ଏବଂ ୪ଟି ଜାତୀୟ ଓ ୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।
ଜୀବନକାଳ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାଶ୍ରେୟା ଏକ ବଙ୍ଗାଳୀ ହିନ୍ଦୁ, ବ୍ରାହ୍ମଣ ପରିବାରରେ ଦୁର୍ଗାପୁର,ପଶ୍ଚିମବଙ୍ଗରେ ଜନ୍ମ ନେଇଥିଲେ । ତାଙ୍କ ପୁର୍ବପୁରୁଷମାନେ ବଙ୍ଗଳାଦେଶର ଢାକାରୁ ଆସିଥିଲେ । ସେ ଏକ ଛୋଟ ସହର ରାଓତଭାଟା,କୋଟା, ରାଜସ୍ଥାନରେ ପିଲାଦିନ କାଟିଛନ୍ତି । [୨]
ଡିସ୍କୋଗ୍ରାଫି
ସମ୍ପାଦନା- ବେନ୍ଧେଛି ବୀନା (୧୯୯୮)
- ଓ ତୋଟା ପାଖି ରେ (୧୯୯୮)
- ଏକତୀ କଥା (୧୯୯୯)
- ମୁଖର ପୋରାଗ (୨୦୦୦)
- ରୂପସୀ ରାତି (୨୦୦୦)
- ବନମାଳୀ ରେ (୨୦୦୨)
- ଜାବୋ ତେପନ୍ତୋର (୨୦୦୩)
- ଆକଶେର ମୁଖମୁଖୀ (୨୦୦୨)
- ସ୍ୱପ୍ନେର ପାଖ (୨୦୦୩)
- ଠିକାନା (୨୦୦୬)
- ଉସ୍ତାଦ ଏଣ୍ଡ ଦି ଦିଭାସ (୨୦୦୬)
- କ୍ରିଷ୍ନା ବିନା ଅଛେ କେ (୨୦୦୭)
- କନଡାଉ ବିଟ୍ଠାଲୁ (୨୦୦୭)
- ଜୀତେ ଦାଓ ଆମୟ (୨୦୦୮)
- ମଝି ଗାନୀ - ଶ୍ରେୟା ଘୋଷାଲ (୨୦୦୮)
- ଏ ଟ୍ରିବ୍ୟୁଟ ଟୁ ଆର.ଡ଼ି. ବର୍ମନ (୨୦୧୦)
- ଏଇ ଆକାଶ ତୋମାରି
- ରିମ ଝିମ
- ତୁମି ବୋଲ ଆମି ଶୁଣି
ପୁରସ୍କାର
ସମ୍ପାଦନା- ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦୦୩: ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - " ବୈରି ପିୟା"(ଦେବ୍ଦାସ୍- ହିନ୍ଦୀ)
- ୨୦୦୬: ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - "ଧିରେ ଜଲ୍ନା"(ପହେଲି-ହିନ୍ଦୀ)
- ୨୦୦୮:ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - "ୟେ ଇସ୍କ ହାୟେ"(ଜବ୍ ଉଇ ମେଟ୍-ହିନ୍ଦୀ)
- ୨୦୦୯:ଶ୍ରେଷ୍ଟ ପ୍ରଚ୍ଛଦପଟ ନାରୀ ଗାୟୀକା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - "ଜିଭ୍ ରଙ୍ଗଲା"(ଜୋଗୱା -ମରାଠି) ଏବଂ "ଫେରାରି ମୋନ୍"(ଅନ୍ତହିନ୍-ବଙ୍ଗାଳୀ)
ଆଧାର
ସମ୍ପାଦନା- ↑ Priyanka Dasgupta (21 July 2002). "Singing in Devdas was God's greatest gift: Shreya Ghoshal". Times of India. Retrieved 2002-07-21.
- ↑ "Shreya Ghoshal's Profile". Sa Re Ga Ma. Retrieved 7 January 2011.
ବାହାର ଲିଙ୍କ
ସମ୍ପାଦନା- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରେୟା ଘୋଷାଲ
- ଟୁଇଟରରେ ଶ୍ରେୟା ଘୋଷାଲ
- ଫେସବୁକରେ ଶ୍ରେୟା ଘୋଷାଲ
- [୧] Archived 2011-03-18 at the Wayback Machine.