ଶ୍ରେଣୀ:ସହର
ସହର କହିଲେ ବେଶି ଲୋକଥିବା ଗୋଟିଏ ଜାଗାକୁ ବୁଝାଏ ଯେଉଁଠି ଜୀବନଧାରଣର ମାନ ଉଚ୍ଚ, ଅଧିକ କିଣାକିଣି, ବେପାର ବଣିଜର ମୁଳ ଜାଗାସବୁ ସେଠାରେ ଥାଏ ଆଉ ତା ଛଡ଼ା ହାତପାହାଁତାରେ ସବୁକିଛି ମିଳିପାରେ | ସହରଠୁ ବଡ଼ ନଗର, ସେଠାରେ ଲୋକସଂଖ୍ୟା ଆହୁରି ଅଧିକ, କଳାକାରଖାନାର ସଂଖ୍ୟା ବେଶି, ତେବେ ଏହି ବିଭାଗଟି ଓଡ଼ିଶା, ଭାରତ, ତଥା ପୃଥିବୀର ଅନେକ ସହରର ତାଲିକା ଦେଇପାରିବ |
ସାନ ଶ୍ରେଣୀସମୂହ
ଏହି ଶ୍ରେଣୀଟିରେ ସର୍ବମୋଟ ୨ ରୁ ତଳେଥିବା ଏହି ୨ ଶ୍ରେଣୀଗୁଡିକ ଅଛନ୍ତି ।
ଓ
- ଓଡ଼ିଆ ଭାଷୀ ସହର (୧ ପୃଷ୍ଠା)
ବ
- ବିହାରର ସହର (୬୪ ପୃଷ୍ଠା)
"ସହର" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ
ମୋଟ ୩୪ ରୁ ଏହି ଶ୍ରେଣୀ ଭିତରେ ୩୪ଟି ପୃଷ୍ଠା ଅଛି ।