ଲୋମୁଷ୍ଟାଇନ
ଲୋମୁଷ୍ଟାଇନ (ଇଂରାଜୀ ଭାଷାରେ Lomustine), ସିନୁ (CeeNU ) ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମସ୍ତିଷ୍କ ଅର୍ବୁଦ, ମେଲାନୋମା, ଏବଂ ହଜକିନ୍ସ ଲିମ୍ଫୋମା (HL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ହଜକିନ୍ସ ଲିମ୍ଫୋମାରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ସମସ୍ତ ଚିକିତ୍ସା କାମ କରିନଥାଏ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | CeeNU, Gleostine, CCNU, others |
Synonyms | 1-(2-chloroethyl)-3-cyclohexyl-1-nitrosourea |
AHFS/Drugs.com | monograph |
MedlinePlus | a682207 |
Pregnancy category | |
Routes of administration | By mouth (capsules) |
Legal status | |
Legal status | |
Pharmacokinetic data | |
Bioavailability | ~100% |
Protein binding | 50% |
Metabolism | Liver |
Metabolites | Monoxydroxylated metabolites, trans-4-hydroxy-CCNU, cis-4-hydroxy-CCNU[୧] |
Elimination half-life | 16–48 hours (metabolites) |
Identifiers | |
| |
ECHA InfoCard | 100.032.585 |
Chemical and physical data | |
Formula | C9H16ClN3O2 |
Molar mass | ୨୩୩.୭0 g·mol−1 |
3D model (JSmol) | |
Melting point | 90 °C (194 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସ୍ଫୁସ୍ ଫାଇବ୍ରୋସିସ୍, ସ୍ୱଳ୍ପ ରକ୍ତ ପ୍ଲାଟେଲେଟ୍, ସ୍ୱଳ୍ପ ଶ୍ୱେତରକ୍ତ କଣିକା, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଅଇ, ବୃକ୍କ ସମସ୍ୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେଶହାନୀ, ଦ୍ୱନ୍ଦ୍ୱ, ଦୃଷ୍ଟି ଶକ୍ତି ହ୍ରାସ, ଏବଂ ପାଟି ପ୍ରଦାହ ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ଏହା ଏକ ଆଲକିଲେଟିଂ ନାଇଟ୍ରୋସୋୟୂରିଆ ଯୌଗିକ ପଦାର୍ଥ ।[୨]
୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲୋମୁଷ୍ଟାଇନ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୧୦୦ ମିଗ୍ରା ବଟିକା ପାଇଁ ପ୍ରାୟ ୧୦୫୦ ଡଲାର ଖର୍ଚ୍ଚ ହେଉଥିଲା ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦ ପାଉଣ୍ଡ ।[୩]
ଆଧାର
ସମ୍ପାଦନା- ↑ Lee FY, Workman P, Roberts JT, Bleehen NM (1985). "Clinical pharmacokinetics of oral CCNU (lomustine)". Cancer Chemotherapy and Pharmacology. 14 (2): 125–31. doi:10.1007/bf00434350. PMID 3971475. S2CID 29619378.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Lomustine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 24 November 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ BNF 81: March-September 2021. BMJ Group and the Pharmaceutical Press. 2021. p. 941. ISBN 978-0857114105.
- ↑ "Gleostine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 24 November 2021.