ଲୋକନାଥ ମିଶ୍ର (ରାଜନେତା, ୧୯୦୫ ଜନ୍ମ)
ଲୋକନାଥ ମିଶ୍ର (୧୯୦୫ - ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଓ ସ୍ୱାଧୀନତା ପରେ ଲୋକ ସଭାର ସାଂସାଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦକ୍ଷିଣ ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଭାରତୀୟ ସାଧାରଣ ନିର୍ବାଚନରେ ସେପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩]
ଲୋକନାଥ ମିଶ୍ର | |
---|---|
ସାଂସଦ: ୧ମ ଲୋକ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୭ | |
ପର ଅଧିକାରୀ | ଚିନ୍ତାମଣି ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ପୁରୀ |
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ଦକ୍ଷିଣ ପୁରୀ ସଦର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପୁରୀ, ଓଡ଼ିଶା, ବ୍ରିଟିଶ ଭରତ | ୪ ଅପ୍ରେଲ ୧୯୦୫
ମୃତ୍ୟୁ | ୧୯୭୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପାର୍ବତୀ ଦେବୀ |
ବାପା/ବୋଉ | ସଦାଶିବ ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଲୋକନାଥ ମିଶ୍ର ୧୯୦୫ ମସିହାର ଅଗଷ୍ଟ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଦାଶିବ ମିଶ୍ର ଓ ପତ୍ନୀଙ୍କ ନାମ ପାର୍ବତୀ ଦେବୀ ।[୪]
ରାଜନୈତିକ ଜୀବନ
ସମ୍ପାଦନାଲୋକନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ ଏବଂ ସ୍ୱାଧୀନତା ପରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୪]
ମୃତ୍ୟୁ
ସମ୍ପାଦନାଲୋକନାଥ ମିଶ୍ର ୧୯୭୫ ମସିହାରେ ମୃତ୍ୟବରଣ କରିଥିଲେ ।
ଆଧାର
ସମ୍ପାଦନା- ↑ India. Parliament. Lok Sabha (1954). Lok Sabha Debates. Lok Sabha Secretariat. p. 7251. Retrieved 11 November 2019.
- ↑ India. Parliament. House of the People; India. Parliament. Lok Sabha (1956). Lok Sabha Debates. Lok Sabha Secretariat. p. 1847. Retrieved 11 November 2019.
- ↑ India. Parliament. Lok Sabha (1956). Lok Sabha Debates on the Report of the States Reorganisation Commission, 14th December to 23rd December, 1955. Lok Sabha Secretariat. p. 649. Retrieved 11 November 2019.
- ↑ ୪.୦ ୪.୧ "Shri Lokanath Mishra(Puri)". odishaassembly.nic.in. Odisha Assembly. Retrieved 19 December 2022.