୧ମ ଲୋକ ସଭା
ଭାରତ ସଂସଦର ପ୍ରଥମ ନିମ୍ନ ଗୃହ |
ପ୍ରଥମ ଲୋକ ସଭା ୧୭ ଅପ୍ରେଲ ୧୯୫୨ରେ ଗଠିତ ହୋଇଥିଲା । ଏହି ଲୋକ ସଭା ଭାରତର ୧୯୫୧ର ସାଧାରଣ ନିର୍ବାଚନ ପରେ ଗଢ଼ା ଯାଇଥିଲା ଏବଂ ୫ବର୍ଷ ଧରି ରହିବାପରେ ୪ ଅପ୍ରେଲ ୧୯୫୭ରେ ଏହାର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ।[୧]
ଲୋକ ସଭାର କାର୍ଯ୍ୟକର୍ତ୍ତା
ସମ୍ପାଦନାଭାରତୀୟ ସମ୍ବିଧାନର ୯୩ତମ ପ୍ରସଙ୍ଗ ଅନୁସାରେ ଲୋକ ସଭାରେ ନିର୍ବାଚିତ ଏବଂ ମନୋନୀତ କାର୍ଯ୍ୟକର୍ତ୍ତା ରହିବା ଅନିର୍ବାଯ୍ୟ । ନିର୍ବାଚିତ ସଭ୍ୟମାନେ ହେଲେ ବାଚସ୍ପତି, ଉପ-ବାଚସ୍ପତି ଏବଂ ମନୋନୀତ କାର୍ଯ୍ୟକର୍ତ୍ତାମାନେ ହେଲେ ସଚିବଗଣ ।[୨] ନିମ୍ନରେ ୧ମ ଲୋକ ସଭାର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଭ୍ୟଙ୍କର ତାଲିକା ଦର୍ଶାଯାଇଛି ।[୧][୩]
କ୍ରମିକ ସଂଖ୍ୟା | Position | Name | From | To | Days in office |
---|---|---|---|---|---|
୧ | ବାଚସ୍ପତି | ଗଣେଶ ବାସୁଦେବ ମାବଲଙ୍କର
ଏମ୍. ଏ. ଅୟାଙ୍ଗର |
୮ ମଇ ୧୯୫୨
୮ ମାର୍ଚ୍ଚ ୧୯୫୬ |
୨୭ ଫେବୃଆରୀ ୧୯୫୬
୧୦ ମଇ ୧୯୫୭ |
୧,୩୯୦
୪୨୮ |
୨ | ଉପ-ବାଚସ୍ପତି | ଏମ୍. ଏ. ଅୟାଙ୍ଗର
ସରଦାର ହୁକୁମ ସିଂହ |
୩୦ ମଇ ୧୯୫୨
୨୦ ମାର୍ଚ୍ଚ ୧୯୫୬ |
୭ ମଇ ୧୯୫୬
୪ ଅପ୍ରେଲ ୧୯୫୭ |
୧,୩୭୭
୩୮୦ |
୩ | ମହା ସଚିତ | ଏମ୍. ଏନ୍. କୌଲ | ୧୭ ଅପ୍ରେଲ ୧୯୫୨ | ୪ ଅପ୍ରେଲ ୧୯୫୭ | ୧,୮୧୩ |
୪ | ଲୋକ ସଭାର ମୁଖ୍ୟ | ଜବାହାରଲାଲ ନେହେରୁ | ୧୭ ଅପ୍ରେଲ ୧୯୫୨ | ୪ ଅପ୍ରେଲ ୧୯୫୭ | ୧,୮୧୩ |
୫ | ବିରୋଧୀ ଦଳର ନେତା (ଘୋଷଣା ହୋଇନଥିଲା) | ଏ କେ ଗୋପାଳନ୍ | ୧୭ ଅପ୍ରେଲ ୧୯୫୨ | ୪ ଅପ୍ରେଲ ୧୯୫୭ | ୧,୮୧୩ |
ବିରୋଧୀ ଦଳ ନେତା ପଦବୀ ୧୯୭୭ ମସିହାରେ ପାରିତ ହେଲା ଏବଂ ଏହି ପଦରେ ଥିବା ସଦସ୍ୟଙ୍କୁ ଦରମା ମଧ୍ୟ ପ୍ରଦାନ କରାଗଲା ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Lok Sabha Officers". Lok Sabha website. Archived from the original on 7 December 2013. Retrieved 25 August 2016.
- ↑ "Constitution of India" (PDF). Ministry of Law and Justice (India). Archived from the original (PDF) on 21 June 2014. Retrieved 25 August 2016.
- ↑ "First Lok Sabha office holders". Parliament of India - Lok Sabha. Retrieved 5 Oct 2018.
{{cite web}}
: Cite has empty unknown parameter:|dead-url=
(help) - ↑ "Leader of the Opposition". Ministry of Parliamentary Affairs. Archived from the original on 16 January 2010. Retrieved 25 August 2016.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୧ମ ଲୋକ ସଭାର ସଭ୍ୟମାନେ
ବାବଦରେ ମାଧ୍ୟମ ରହିଛି ।