ଲଳିତା (୧୯୪୯ର ସିନେମା)
୧୯୪୯ର ଓଡ଼ିଆ କଥାଚିତ୍ର
ଲଲିତା, ୧୯୪୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଜଗତର ୨ୟ ଚଳଚ୍ଚିତ୍ର । [୪] ଗୌରେନ୍ଦ୍ର ପ୍ରତାପ ସିଂଦେଓଙ୍କ ପ୍ରଯୋଜିତ ଓ କଲ୍ୟାଣ ଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରର କାହାଣୀ, ସଂଳାପ ସହ ଗୀତ ରଚନା କରିଥିଲେ କାଳୀଚରଣ ପଟ୍ଟନାୟକ ।[୫]
ଲଳିତା | |
---|---|
ନିର୍ଦ୍ଦେଶକ | କଲ୍ୟାଣ ଗୁପ୍ତା |
ପ୍ରଯୋଜକ | ଗ୍ରେଟ ଇଷ୍ଟର୍ଣ୍ଣ ମୁଭିଟୋନ [୧] |
କଳାକାର | ଲୋକନାଥ ମିଶ୍ର ଉମା ବାନାର୍ଜୀ ସୁମତୀ ଦେବୀ |
ସଙ୍ଗୀତ | କାଳୀଚରଣ ପଟ୍ଟନାୟକ[୨] |
ଚିତ୍ରଗ୍ରହଣ | ପ୍ରକାଶ ଦିଗପାଳ |
ସମ୍ପାଦକ | ବି. ଚାଟର୍ଜୀ |
ବିତରକ | ଭାଇବ୍ରତିକ ଡିଷ୍ଟିବୁଟର୍ସ |
ମୁକ୍ତିଲାଭ ତାରିଖ | ୧୯୪୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ଏକ ଲକ୍ଷ ଟଂକାରୁ କିଛି କମ[୩] |
ଅଭିନୟରେ
ସମ୍ପାଦନାଓଡ଼ିଆ କଥାଚିତ୍ର ‘ଲଳିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଲୋକନାଥ ମିଶ୍ର (ବିଦ୍ୟାପତି ଭୂମିକାରେ)
- ଉମା ବାନାର୍ଜୀ (ଲଳିତା)
- ସୁମତୀ ଦେବୀ
- ପଙ୍କଜ ନନ୍ଦ
- ଦାମୋଦର ଦାସ
- ଗିରିଧାରୀ ପଣ୍ଡା
- ନଳିନୀ ତ୍ରିପାଠୀ
- ପ୍ରଫୁଲ୍ଲ ସିଂହ
ଆଧାର
ସମ୍ପାଦନା- ↑ Odia cinema and Odia's in Cinema
- ↑ Thought. Siddharta Publications. 1956.
- ↑ ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୬୬-୬୭.
{{cite book}}
: CS1 maint: location (link) - ↑ "A list of Odia Cinema (in alphabetical order)". Archived from the original on 2011-10-05. Retrieved 2011-12-08.
- ↑ "ଅତୀତରୁ". ଧରିତ୍ରୀ. Retrieved 22 September 2016.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲଳିତା