ଲଳିତା (୧୯୪୯ର ସିନେମା)

୧୯୪୯ର ଓଡ଼ିଆ କଥାଚିତ୍ର

ଲଲିତା, ୧୯୪୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଜଗତର ୨ୟ ଚଳଚ୍ଚିତ୍ର । [୪] ଗୌରେନ୍ଦ୍ର ପ୍ରତାପ ସିଂଦେଓଙ୍କ ପ୍ରଯୋଜିତ ଓ କଲ୍ୟାଣ ଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରର କାହାଣୀ, ସଂଳାପ ସହ ଗୀତ ରଚନା କରିଥିଲେ କାଳୀଚରଣ ପଟ୍ଟନାୟକ[୫]

ଲଳିତା
ନିର୍ଦ୍ଦେଶକକଲ୍ୟାଣ ଗୁପ୍ତା
ପ୍ରଯୋଜକଗ୍ରେଟ ଇଷ୍ଟର୍ଣ୍ଣ ମୁଭିଟୋନ [୧]
କଳାକାରଲୋକନାଥ ମିଶ୍ର
ଉମା ବାନାର୍ଜୀ
ସୁମତୀ ଦେବୀ
ସଙ୍ଗୀତକାଳୀଚରଣ ପଟ୍ଟନାୟକ[୨]
ଚିତ୍ରଗ୍ରହଣପ୍ରକାଶ ଦିଗପାଳ
ସମ୍ପାଦକବି. ଚାଟର୍ଜୀ
ବିତରକଭାଇବ୍ରତିକ ଡିଷ୍ଟିବୁଟର୍ସ
ମୁକ୍ତିଲାଭ ତାରିଖ
୧୯୪୯
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚଏକ ଲକ୍ଷ ଟଂକାରୁ କିଛି କମ[୩]

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ଲଳିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର ସମ୍ପାଦନା

  1. Odia cinema and Odia's in Cinema
  2. Thought. Siddharta Publications. 1956.
  3. ସିଂ, ଭୀମ (2008-08-15). ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ (ପ୍ରଥମ ପ୍ରକାଶନ ed.). ଜୟ ଜଗନ୍ନାଥ କଲୋନୀ, ମଧୁପାଟଣା, କଟକ-୧୦: ଶୀତଳେଶ୍ୱରୀ ପ୍ରକାଶନୀ- ଶ୍ରୀ ଆଦିକନ୍ଦ ରାଉତ, ସମ୍ପାଦକ "ଚଳଚ୍ଚିତ୍ର ଜଗତ". pp. ୬୬-୬୭.{{cite book}}: CS1 maint: location (link)
  4. "A list of Odia Cinema (in alphabetical order)". Archived from the original on 2011-10-05. Retrieved 2011-12-08.
  5. "ଅତୀତରୁ". ଧରିତ୍ରୀ. Retrieved 22 September 2016.

ଅଧିକ ତଥ୍ୟ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଲଳିତା