ଲଭ୍ ଫିଭର୍

୨୦୨୨ ଓଡ଼ିଆ କଥାଚିତ୍ର

ଲଭ୍ ଫିଭର୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ମୁନ୍ ଟିଭି ବ୍ୟାନରରେ ନିର୍ମିତ ହୋଇଥିଲା,[୨][୩] ଯାହାର ପ୍ରଯୋଜନା କରିଥିଲେ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ।[୪] ସଚ୍ଚିକାନ୍ତ ଜେନା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ଚିନ୍ମୟ ଦାସ ପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଚନ୍ଦନ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରଶାନ୍ତ ପାଲ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଲଭ୍ ଫିଭର୍
ନିର୍ଦ୍ଦେଶକଚନ୍ଦନ ଜେନା
ପ୍ରଯୋଜକସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚନ୍ଦନ ଜେନା
କାହାଣୀସଚ୍ଚିକାନ୍ତ ଜେନା
କଳାକାରରାଜବୀର ଶଙ୍କର ଦେଓ
ବନ୍ଦନା ପରମାଣିକ
ଅସୀତ ପତି
ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରଶାନ୍ତ ପାଲ୍
ଚିତ୍ରଗ୍ରହଣଅଜିତ, ପ୍ରଦୀପ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୦ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜବୀର ଶଙ୍କର ଦେଓ ଓ ବନ୍ଦନା ପରମାଣିକ । ଅସୀତ ପତି, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ମୀନକେତନ, ଅଶ୍ରୁମୋଚନ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟିର ୨୦୨୨ ମସିହାର ମଇ ୨୦ ତାରିଖରେ ମୁକ୍ତିଲାଭ କରିଥିଲା ।[୬]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ ଫିଲ୍ମ, ସେପଟେ ୨ଟି ଓଡ଼ିଆ ଫିଲ୍ମ ରିଲିଜ | Kanak News". Kanak News. kanaknews.com. 20 May 2022. Archived from the original on 31 May 2022. Retrieved 31 May 2022.
  2. "ତତେ ଷୋହଳକୁ ମତେ ସତର | Sambad". ସମ୍ବାଦ. sambad.in. 23 July 2021. Archived from the original on 30 May 2022. Retrieved 30 May 2022.
  3. "ପ୍ରେମ ହାରେନା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
  4. "ଛଅ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି 'ତୁ ଆଉ ମୁଁ'ର ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2020. Archived from the original on 30 May 2022. Retrieved 30 May 2022.
  5. ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
  6. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  7. "ଆକ୍ସନ ହିରୋ ରାଜବୀର". ମାତୃଭାଷା. 22 March 2020. Retrieved 30 May 2022.
  8. "ଚଳଚ୍ଚିତ୍ର 'ସଲାମ୍‌ ଭୁବନେଶ୍ବର'ର ରୋମାଣ୍ଟିକ୍ ଗୀତ 'ତେରେ ପାୟେଲିୟା ବାଜେରେ ଛମ୍ ଛମ୍ ଛମ୍'". Sambad. 9 October 2022. Archived from the original on 12 October 2022. Retrieved 12 October 2022.
  9. ମହାନ୍ତି, ପ୍ରତ୍ୟାଶା ପ୍ରିୟମ୍ବଦା (10 October 2022). "ଅଭିନେତ୍ରୀରୁ ପ୍ରଶାସନିକ ଅଧିକାରୀ: ପ୍ରଥମ ପ୍ରୟାସରେ ବନ୍ଦନାଙ୍କ ସଫଳତା". ସକାଳ. No. ବାଲେଶ୍ୱର. ବାଲେଶ୍ୱର: ସକାଳ. p. 6. Archived from the original on 10 October 2022. Retrieved 10 October 2022.

ବାହାର ଆଧାର ସମ୍ପାଦନା