ଲଭ୍ ଟୁଇଷ୍ଟ

୨୦୧୯ର ଓଡ଼ିଆ କଥାଚିତ୍ର

ଲଭ୍ ଟୁଇଷ୍ଟ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନନ୍ତ କୁମାର ସାମଲ । ସଚିଦାନନ୍ଦ ସାମଲ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସୁଶିଲ ଦଳାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଲଭ୍ ଟୁଇଷ୍ଟ
ନିର୍ଦ୍ଦେଶକସଚିଦାନନ୍ଦ ସାମଲ
ପ୍ରଯୋଜକଅନନ୍ତ ସାମଲ
ସଂଳାପସଚିଦାନନ୍ଦ ସାମଲ
ଚିତ୍ରନାଟ୍ୟସଚିଦାନନ୍ଦ ସାମଲ
କାହାଣୀସଚିଦାନନ୍ଦ ସାମଲ
କଳାକାରଦେବ୍
ମନସ୍ମିତା
ମିହିର ଦାସ
ପ୍ରଜ୍ଞା ଖଟୁଆ
ପୁଷ୍ପା ପଣ୍ଡା
ପିଣ୍ଟୁ ନନ୍ଦ
ସଙ୍ଗୀତସୁଶିଲ ଦଳାଇ
ଚିତ୍ରଗ୍ରହଣଘନଶ୍ୟାମ ରାଉତ
ସମ୍ପାଦକସୌମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ
୨୭ ସେପ୍ଟେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବ୍ ଓ ମନସ୍ମିତା । ମିହିର ଦାସ, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, କାଳିଚରଣ ଆଚାର୍ଯ୍ୟ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁଶିଲ ଦଳାଇ । ଗୀତିକାର ବାପୁ ଗୋସ୍ୱାମୀ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ବିଷ୍ଣୁମୋହନ କବି, ଅସୀମା ପଣ୍ଡା, ସଞ୍ଜୁ, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଫ୍ରାଇଡେ ରିଲିଜ୍‌ରେ ମୁକ୍ତିଲାଭ କଲା ଓଡ଼ିଆ କଥାଚିତ୍ର ଲଭ୍ ଟୁଇଷ୍ଟ". Ollywood Bollywood and Filmy News. Nuakhabar.in. 27 September 2019. Archived from the original on 27 September 2019. Retrieved 27 September 2019.

ବାହାର ଆଧାର ସମ୍ପାଦନା