ରାଧାକାନ୍ତ ପଣ୍ଡା
ଓଡ଼ିଆ ରାଜନୀତିଜ୍ଞ
ରାଧାକାନ୍ତ ପଣ୍ଡା (ଜନ୍ମ: ୨୪ ଅଗଷ୍ଟ ୧୯୩୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଧାକାନ୍ତ ପଣ୍ଡା | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ରମେଶ ଚନ୍ଦ୍ର ସିଂହ ଭୋଇ |
ପର ଅଧିକାରୀ | ଯଜ୍ଞେଶ୍ୱର ବାବୁ |
ନିର୍ବାଚନ ମଣ୍ଡଳୀ | ସଇଁତଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ଅଗଷ୍ଟ ୧୯୩୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କାଳନ୍ଦୀ ପଣ୍ଡା |
ବାପା/ବୋଉ | ଲକ୍ଷ୍ମଣ ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବା ଓ ଶିକ୍ଷା
ସମ୍ପାଦନାରାଧାକାନ୍ତ ପଣ୍ଡା ୧୯୩୭ ମସିହାର ଅଗଷ୍ଟ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ପଣ୍ଡା ଏବଂ ପତ୍ନୀଙ୍କ ନାମ କାଳନ୍ଦୀ ପଣ୍ଡା।[୧]
ରାଜନୈତିକ ଜୀବନ
ସମ୍ପାଦନାରାଧାକାନ୍ତ ପଣ୍ଡା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Radhakanta Panda". odishaassembly.nic.in. Odisha Assembly. Retrieved 18 October 2021.