ଯଜ୍ଞେଶ୍ୱର ବାବୁ

ଓଡ଼ିଆ ରାଜନୀତିଜ୍ଞ

ଯଜ୍ଞେଶ୍ୱର ବାବୁ (ଜନ୍ମ: ୯ ଡିସେମ୍ବର ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଯଜ୍ଞେଶ୍ୱର ବାବୁ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀରାଧାକାନ୍ତ ପଣ୍ଡା
ପର ଅଧିକାରୀସୁରେନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀସଇଁତଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-12-09) ୯ ଡିସେମ୍ବର ୧୯୫୬ (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀନୀଳିମା ବାବୁ
ବାପା/ବୋଉପରମାନନ୍ଦ ବାବୁ (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବା ଓ ଶିକ୍ଷା ସମ୍ପାଦନା

ଯଜ୍ଞେଶ୍ୱର ବାବୁ ୧୯୫୬ ମସିହାର ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପରମାନନ୍ଦ ବାବୁ ଏବଂ ପତ୍ନୀଙ୍କ ନାମ ନୀଳିମା ବାବୁ।[୧]

ରାଜନୈତିକ ଜୀବନ ସମ୍ପାଦନା

ଯଜ୍ଞେଶ୍ୱର ବାବୁ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Jangyeswar Baboo". odishaassembly.nic.in. Odisha Assembly. Retrieved 17 October 2021.