ଯୋଉଠି ଥିଲେ ବି ତୁ ମୋର

ଓଡ଼ିଆ କଥାଚିତ୍ର

ଯୋଉଠି ଥିଲେ ବି ତୁ ମୋର, ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିତେଶ ପାଣ୍ଡେ ଓ ଭିନିତ ସାପ୍ରୁ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ଗୀତ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଯୋଉଠି ଥିଲେ ବି ତୁ ମୋର
ନିର୍ଦ୍ଦେଶକଶ୍ରୀକାନ୍ତ ଗୌତମ
ପ୍ରଯୋଜକନିତେଶ ପାଣ୍ଡେ, ଭିନିତ ସାପ୍ରୁ
ଚିତ୍ରନାଟ୍ୟଶ୍ରୀକାନ୍ତ ଗୌତମ
କାହାଣୀଶ୍ରୀକାନ୍ତ ଗୌତମ
କଳାକାରସମ୍ବିତ ଆଚାର୍ଯ୍ୟ, ରିୟା ଦେ, ଆର୍ଯ୍ୟନ ଦାଶ, ବବି ମିଶ୍ର, ମେଘନା ମିଶ୍ର, ପୁପିନ୍ଦର ସିଂହ, ଶ୍ରୀକାନ୍ତ ଗୌତମ
ସଙ୍ଗୀତପ୍ରେମ ଆନନ୍ଦ
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ରିୟା ଦେ ।[୨][୩] ସମ୍ବିତ ଆଚାର୍ଯ୍ୟ ଏବଂ ଆର୍ଯ୍ୟନ ଦାଶ ଏହି କଥାଚିତ୍ରଟିର ଦୁଇ ନାୟକ ଭାବରେ ଅଭିନୟ କରିଥିଲେ ।[୪][୫][୬] ବବି ମିଶ୍ର, ମେଘନା ମିଶ୍ର, ପୁପିନ୍ଦର ସିଂହ, ଶ୍ରୀକାନ୍ତ ଗୌତମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧][୭]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "ଶ୍ରୀକାନ୍ତଙ୍କ ସଂକଳ୍ପ". ସମାଜ ରବିବାର. 20 May 2018. Retrieved 20 May 2018.
  2. "କାହିଁକି  ଏହି ନାୟକ ଏବେ  ରୀୟାଙ୍କର ପ୍ରିୟ? | Sambad". Sambad (in Odia). Odisha. 21 September 2018. Archived from the original on 2 October 2018. Retrieved 2 October 2018. {{cite news}}: no-break space character in |title= at position 8 (help)CS1 maint: unrecognized language (link)
  3. "ସାଗର- ପାୟଲଙ୍କ ପ୍ରେମ କାହାଣୀ ଜାଣିବାକୁ ଚାହାଁନ୍ତି କି ?". sambad.in. 4 June 2018. Retrieved 6 June 2018.
  4. "ଏହି ଓଲିଉଡ ଯୋଡିଙ୍କ 'ପ୍ରେମ ପାଇଁ ମହାଭାରତ'". sambad.in. 16 May 2018. Retrieved 6 June 2018.
  5. "ଜମିବ ଯୋଡ଼ି". ସମାଜ. 18 February 2018. Retrieved 18 February 2018.
  6. "ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.
  7. "ଯୋଉଠି ଥିଲେ ବି ତୁ ମୋର" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  8. "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021.
  9. "୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ | Sambad". ସମ୍ବାଦ. sambad.in. 27 January 2020. Archived from the original on 25 December 2021. Retrieved 25 December 2021.
  10. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 10 September 2018. Retrieved 10 September 2018.
  11. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  12. "ଆର୍ଯ୍ୟନଙ୍କ ସୌଭାଗ୍ୟ". ସମାଜ. 13 May 2017. Retrieved 19 May 2018.
  13. "ଆସୁଛନ୍ତି ଓଲିଉଡକୁ ଏହି ନବାଗତ ନାୟକ". sambad.in. 21 March 2018. Retrieved 21 March 2018.
  14. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 2 October 2018. Retrieved 2 October 2018.{{cite news}}: CS1 maint: unrecognized language (link)
  15. "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
  16. "ରଜକୁ ଆସିବା ନୂଆ ଓଡ଼ିଆ ଫିଲ୍ମ 'ଯେଉଁଠି ଥିଲେ ବି ତୁ ମୋର'". Odisha24.com. 3 February 2018. Retrieved 15 February 2018.
  17. "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 15 February 2018.

ବାହାର ଆଧାରସମ୍ପାଦନ କରନ୍ତୁ