ମୋ ପଣତକାନୀରେ ତୁ
ମୋ ପଣତକାନୀରେ ତୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା ଓ ବିକ୍ରମ କିଶୋର ବିଷୋୟୀ । ଅଭିନେତା ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପୀନୁ ନାୟକ ।[୪] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫]
ମୋ ପଣତକାନୀରେ ତୁ | |
---|---|
ନିର୍ଦ୍ଦେଶକ | ପୀନୁ ନାୟକ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା, ବିକ୍ରମ କେଶରୀ ବିଷୋୟୀ |
ସଂଳାପ | ହରିହର ମହାପାତ୍ର |
ଚିତ୍ରନାଟ୍ୟ | ହରିହର ମହାପାତ୍ର |
କାହାଣୀ | ହରିହର ମହାପାତ୍ର |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଶୁଭମ |
ସମ୍ପାଦକ | ଜ୍ୟୋତି ପ୍ରକାଶ ପଣ୍ଡା ଶ୍ରଦ୍ଧା ପାଣିଗ୍ରାହୀ ହରିହର ମହାପାତ୍ର ମହାଶ୍ୱେତା ରାୟ |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ପ୍ରକାଶ ପଣ୍ଡା ଓ ଶ୍ରଦ୍ଧା ପାଣିଗ୍ରାହୀ ।[୬] ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ମହାଶ୍ୱେତା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାମୋ ପଣତକାନୀରେ ତୁ | |
---|---|
କଥାଚିତ୍ର ଗୀତ ଆଲବମ୍ by ବୈଦ୍ୟନାଥ ଦାଶ | |
ମୁକ୍ତିଲାଭ ତାରିଖ | ୯ ଜୁନ ୨୦୨୨ |
ରେକର୍ଡ଼ ତାରିଖ | ୨୦୨୨ |
ଭାଷା | ଓଡ଼ିଆ |
ନାମ | ଜୀ ମ୍ୟୁଜିକ୍ ଓଡ଼ିଆ |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଅରୁଣ ମନ୍ତ୍ରୀ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟଶିଷ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ ।[୫] ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, କୁଳଦୀପ ପଟ୍ଟନାୟକ, ସୁବାସ ସାହୁ, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
- ↑ ୩.୦ ୩.୧ "'ମୋ ପଣତକାନିରେ ତୁ' କହିବ ଅଟିଜିମ୍ ପିଲାଙ୍କ ସଂଘର୍ଷ କାହାଣୀ | Sambad" (in ଆମେରିକୀୟ ଇଂରାଜୀ). 2022-06-10. Archived from the original on 2022-06-14. Retrieved 2022-06-14.
- ↑ ୪.୦ ୪.୧ "୧୨ରେ ଜୀ ସାର୍ଥକର ନୂଆ ସିନେମା 'ମୋ ପଣତକାନିରେ ତୁ'ର ଓ୍ୱାର୍ଲଡ୍ ଟିଭି ପ୍ରିମିୟର୍ | Sambad" (in ଆମେରିକୀୟ ଇଂରାଜୀ). 2022-06-10. Archived from the original on 2022-06-14. Retrieved 2022-06-14.
- ↑ ୫.୦ ୫.୧ ୫.୨ "ଆସୁଛି ନୂଆ ସିନେମା 'ମୋ ପଣତକାନିରେ ତୁ', ଜୁନ୍ ୧୨ରେ ଜୀ ସାର୍ଥକରେ ଓ୍ୱାର୍ଲଡ ଟିଭି ପ୍ରିମିୟର". Prameyanews7 (in ଆମେରିକୀୟ ଇଂରାଜୀ). 2022-06-11. Archived from the original on 2022-06-14. Retrieved 2022-06-14.
- ↑ "ରଜ ଉପଲକ୍ଷେ ଦୁଇ ସିନେମା ହେବ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର: 'ମୋ ପଣତକାନିରେ ତୁ' ସହ 'ଚୋରଣୀ-୨'ର ଲଢ଼େଇ, ମଜା ଉଠାଇବେ ଦର୍ଶକ". Prameya (in ଆମେରିକୀୟ ଇଂରାଜୀ). 2022-06-12. Archived from the original on 2022-06-14. Retrieved 2022-06-14.
- ↑ "'ଧୋରେ ବାଇଆ ଧୋ'ର ବଦଳିଲା ନାଁ , ଓଡ଼ିଆ ନୂଆବର୍ଷରେ ବଡ଼ ପରଦାକୁ ଆସିବ 'ଧୋ'ରେ ବାବୁ ଧୋ'..." PRAMEYA. ଭୁବନେଶ୍ୱର. 9 April 2023. Archived from the original on 25 August 2023. Retrieved 25 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୋ ପଣତକାନୀରେ ତୁ