ମୁରଲୀ ବିଜୟ
ମୁରଲୀ ବିଜୟ ( ଜନ୍ମ ୧ ଏପ୍ରିଲ , ୧୯୮୪) ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟର ଓ ପ୍ରାରମ୍ଭିକ ବେତସମେନ । ସେ ଜଣେ ଦହନ ହାତୀ ଓପନିଂ ବେତସମେନ ହିସାବରେ ଟେଷ୍ଟ ଦଲରେ ଖେଳନ୍ତି । ତାମିଲନାଡୁ ରାଜ୍ୟ ପାଇଁ ଏବଂ ଆଇପିଏଲରେ ପଞ୍ଜାବ ଦଳର ଅଧିନାୟକ ଭାବେ ଖେଳନ୍ତି । ସେ ୨୦୦୮ରେ ଭାରତୀୟ ଟେଷ୍ଟ ଦଳରେ ପ୍ରବେଶ କରିଥିଲେ ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Murali Vijay | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Chennai, Tamil Nadu, India | ୧ ଅପ୍ରେଲ ୧୯୮୪|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | murali | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 6' 0.5" | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Opening batsman | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 260) | 6 November 2008 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 12 October 2016 v New Zealand | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 181) | 27 February 2010 v South Africa | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 9 July 2015 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 26 | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 27) | 1 May 2010 v Afghanistan | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 9 January 2011 v South Africa | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2005–present | Tamil Nadu | |||||||||||||||||||||||||||||||||||||||||||||||||||||||||||||||||
2009–2013 | Chennai Super Kings | |||||||||||||||||||||||||||||||||||||||||||||||||||||||||||||||||
2014 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
2015–present | Kings XI Punjab | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNCricinfo, 21 December 2014 |
ପ୍ରାରମ୍ଭିକ ଖେଳ ଜୀବନୀ
ସମ୍ପାଦନା୧୭ ବର୍ଷ [୧]ରେ ମୁରଲୀ ତାଙ୍କର କ୍ରିକେଟ ଆରମ୍ଭ କରିଥିଲେ । ଚେନ୍ନଇରେ କ୍ଲବ କ୍ରିକେଟ ଖେଳିବା ପରେ ସେ ୨୦୦୪/୫ରେ ୨୨ ବର୍ଷରୁ କମ ଦଳ ପାଇଁ କ୍କ୍ନାଇଦୁ ଟ୍ରଫି ଖେଳି ୨୬.୪୫ ହାରରେ ସ୍କୋର କରିଥିଲେ |url=http://cricketarchive.com/Archive/Events/7/CK_Nayudu_Trophy_2005-06/Tamil_Nadu_Under-22s_Batting.html%7Cpublisher=CricketArchive%7Caccessdate=17[permanent dead link] December 2014}}</ref>
୨୦୦୫/୬ରେ ମଧ୍ୟ ସେ ତାମିଲନାଡୁ ୨୨ ବର୍ଷ କମ ଦଳରେ ଖେଳିଥିଲେ ମଧ୍ୟ ସେତେଟା ପ୍ରଭାବଶାଳି ହେଇ ନଥିଲେ । ତେବେ ୨୦୦୬ ରଣଜୀ ଦଳ ପାଇଁ ଚୟନ ହେଇ କ୍ୱାଟର ଫାଇନାଲରେ ୩୮ ରଣ କରି ଦଳକୁ ଜିତାଇଥିଲେ । ତାହା ପରେ ତାଙ୍କରଖେଳରେ ଉନ୍ନତି ହେଇଥିଲା । ୨୦୦୬/୭ ସିଜନରେ ସେ ତୃତୀୟ ସର୍ବାଧିକ ରନ ହସଲକାରୀ ହେଇଥିଲେ । ସେ ଦିଲ୍ଲୀ ବିପକ୍ଷ ମେଚରେ ଅର୍ଦ୍ଧାଶତକ ହାସଲ କରି ସମୁଦାୟ ୬୨୮ ରଣ କରିଥିଲେ । ଏଥିରେ ୨ଟି ଶତକ, ୧ଟି ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ । ସେ ସେହି ସିଜନର ଏକଦିବାସୀୟରେ ମଧ୍ୟ ଖୁବ ଭଲ ପ୍ରଦର୍ଶନ ଦେଇ ୩୯.୫୭ ହାରରେ ୨୭୭ ରନ କରି ଥିଲେ । ୧୧୨ ତାଙ୍କର ସର୍ବାଧିକ ସ୍କୋର ଥିଲା ।
୨୦୦୭/୮ ସିଜନରେ ସେ ରଣଜୀ ଟ୍ରଫିରେ ୫୮୨ ରନ ସହ ସୌରସ୍ତ୍ର ସହ ମେଚରେ ୨୩୦ ଅବିଜିତ ରନ କରି ଦକ୍ଷିଣାଞ୍ଚଳ ପାଇଁ ଦୁଲିପ ଟ୍ରଫି ଖେଳିଲେ । ପ୍ରଥମ ମେଚରେ ସେ ଉତ୍ତରାଞ୍ଚଳ ବିପକ୍ଷରେ ୦ ଓ ୩୯ କରିଥିଲେ । ପୂର୍ବାଞ୍ଚଳ ସହ ମେଚରେ ସେ ଓପନିଂ କରି ଅସଫଳ ହେଇଥିଲେ । କିନ୍ତୁ ବିଜଯ ହଜାରେ ଏକଦିବାସୀୟରେ ସେ ଦକ୍ଷିଣଞ୍ଚାଳ୍ପାୟନ ଖେଳି ହାଇଦ୍ରାବାଦ ଓ ଆନ୍ଧ୍ର ବିରୁଦ୍ଧରେ ଶତକ ହାସଲ କାଲେ ।[୨][୩]
୨୦୦୭/୮ରେ ସେ ସୌରସ୍ତ୍ର ସହ ମେଚରେ ୨୩୦ ରନ ସହ ୫୮.୨ ହାରରେ ସ୍କୋର କରିଥିଲେ ।
୨୦୦୮ ସେପ୍ଟେମ୍ବରରେ ମୁରଲୀ ।ଭାରତ A ଦଳରେ ସ୍ଥାନ ପାଇ ନିଉ ଜିଲାଣ୍ଡ ସହ ଖେଳି ୩ ନମ୍ବର ସ୍ଥାନରେ ସଫଳତାର ସହ ବ୍ୟାଟିଂ କଲେ ।ପ୍ରଥମ ମେଚରେ ସେ ୪୫ ଓ ୫୯ କରିଥିଲେ । ୨ ୟ ମେଚରେ ସେ ଓପନିଂ କରି ୯୮ ଓ୦ କଲରିଥିଲେ । ଚେଲେଞ୍ଜର ଟ୍ରଫିରେ ବିଜଯ ୩ଟି ମେଚରେ ୧୬୪ ରନ କରି ସର୍ବାଧିକ ସ୍କୋରର ହେଇଥିଲେ ।[୪]
ଟେଷ୍ଟ ଜୀବନ
ସମ୍ପାଦନା୨୦୦୮ରେ ସେ ନିୟମିତ ଅପନର ଗୌତମ ଗମ୍ଭୀର ଆହତ ହେବା କାରଣରୁ ଟେଷ୍ଟ ଦଳରେ ସ୍ଥାନ ପାଇ ନାଗପୁରରେ ପ୍ରଥମ ଥର ପାଇଁ ଜାତୀୟ ଦଳରେ ଖେଳିଲେ । ସେ ରଣଜୀ ମେଚ ଖେଳୁଥିବା ବେଳେ ଟେଷ୍ଟ ଦଳକୁ ଯାଇ ଟେଷ୍ଟ ଖେଳିଲେ ।
ତାଙ୍କର ବ୍ୟାଟିଂ ଟେକନିକକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର ଖୁବ ପସନ୍ଦ କରନ୍ତି ।
ତାହା ପରେ ସେ ଏକ ସଫଳ ତଥା ନିର୍ଭରଯୋଗ୍ୟ ଅପନର ହିସାବରେ ଦଳରେ ରହିଲେ । ସେ ଜଣେ ନିର୍ଭରଯୋଗ୍ୟ ଫିଲଡର ମଧ୍ୟ ।
ଟେଷ୍ଟ ସଫଳତା ପରେ ଏକଦିବାସୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟତଃ ସେ ସୁରକ୍ଷିତ ରଖିପାରିନଥିଲେ ।
୨୦୦୯ରେ ମୁରଲୀ ଗମ୍ଭୀରଙ୍କ ସ୍ଥାନ ନେଇ ଟେଷ୍ଟରେ ଓପନିଂ କରିଥିଲେ । ସହବଗଙ୍କ ସାହା ୨୨୧ ର୍ଯାନର ଭାଗୀଦାରୀ କରିବା ଫଳରେ ଭାରତ ସେହି ଟେଷ୍ଟରେ ଇନନିଙ୍ଗ ବିଜଯ ପାଇଥିଲା । [୫]
୨୦୧୦ରେ ସେ ଲକ୍ଷ୍ମଣଙ୍କ ସ୍ଥାନରେ ବାଂଲାଦେଶ ସହ ଓ ପରେ ଦ୍ରାବିଡଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଖେଳିଥିଲେ । ତାହା ପରେ ସେ ନିୟମିତ ସ୍ଥାନ ପାଇଲେ ।
ଏକଦିବସୀୟ ଜୀବନୀ
ସମ୍ପାଦନାଦକ୍ଷିଣ ଆଫ୍ରିକା ସହ ସେ ୨୦୧୦ ଫେବୃଆରୀରେ ତୃତୀୟ ଏକଦିବାସୀୟ ଖେଳିଥିଲେ ୦ ଦ୍ରୁତ ଗତିରେ ୧୬ ବଲରେ ୨୬ ରଙ୍କରିଥିଲେ । ତାହା ପରେ ଜିମ୍ବାବ୍ୱେ ସହ ଖେଳି ମଧ୍ୟ ସଫଳତା ନ ପାଇ ଦଳରୁ ସ୍ଥାନ ହରେଇଥିଲେ ।
T୨୦ ଆନ୍ତର୍ଜାତିକ
ସମ୍ପାଦନାମୁରଲୀ ୨୦୧୦ T୨୦ ବିଶ୍ୱ କପ ଦଳରେ ଥିଲେ ମଧ୍ୟ ସଫଳତା ପାଇ ନଥିଲେ ।
ଆଇପିଏଲ
ସମ୍ପାଦନାପ୍ରଥମେ ଚେନ୍ନଇ ଦଳ ପାଇଁ ଆଇପିଏଲ ଖେଳି ମୁରଲୀ ପରେ ଦିଲ୍ଲୀ ଓ ବର୍ତ୍ତମାନ ପଞ୍ଜାବ ଦଳ ପାଇଁ ଖେଳୁଛନ୍ତି । ସେ ଚେନ୍ନଇ ଦଳର ୨ ଥର ଆଇପିଏଲ ଜିତିବାରେ ମୁଖ୍ୟ ଭୂମିକା ନେଇଥିଲେ । ତେବେ ୨୦୧୬ରେ ସେ ପଞ୍ଜାବ ଦଳର ଅଧିନାୟକ ରହିଥିଲେ।
In the fourth season of IPL, he was retained by the Chennai Super Kings<meta />. Later he was awarded the man of the match in finals and helped Chennai Super Kings to win the IPL trophy for the second time in a row. He scored 95 of 52 balls with 4 fours and 6 sixes with a blistering strike rate of 183.
Season by season at IPL (till IPL7)
ସମ୍ପାଦନାIPL Batting Statistics of Murali Vijay | ||||||||||
---|---|---|---|---|---|---|---|---|---|---|
Year | Team | Inns | Runs | HS | Ave | SR | 100 | 50 | 4s | 6s |
2009 | Chennai Super Kings | 4 | 60 | 31 | 15.00 | 89.55 | 0 | 0 | 4 | 2 |
2010 | 15 | 458 | 127 | 35.23 | 156.84 | 1 | 2 | 36 | 26 | |
2011 | 16 | 434 | 95 | 27.12 | 128.02 | 0 | 3 | 34 | 20 | |
2012 | 14 | 336 | 113 | 25.84 | 125.84 | 1 | 0 | 39 | 10 | |
2013 | 15 | 312 | 55 | 22.38 | 109.09 | 0 | 2 | 27 | 8 | |
2014 | Delhi Daredevils | 11 | 207 | 52 | 18.81 | 107.81 | 0 | 1 | 20 | 5 |
2009–2014 Total[୬] | 75 | 1807 | 127 | 25.45 | 125.23 | 2 | 8 | 160 | 71 |
International centuries
ସମ୍ପାଦନା- In the column Runs, * indicates being not out.
- The column title Match refers to the match number of his career.
Test centuries
ସମ୍ପାଦନାMurali Vijay's Test centuries | |||||||
---|---|---|---|---|---|---|---|
# | Runs | Match | Against | City/Country | Venue | Year | Result |
1 | 139 | 8 | Australia | Bangalore, India | M. Chinnaswamy Stadium | 2010 | |
2 | 167 | 14 | Australia | Hyderabad, India | Rajiv Gandhi International Cricket Stadium | 2013 | |
3 | 153 | 15 | Australia | Mohali, India | Punjab Cricket Association Stadium | 2013 | |
4 | 146 | 23 | England | Nottingham, England, United Kingdom | Trent Bridge | 2014 | Drawn |
5 | 144 | 29 | Australia | Brisbane, Australia | The Gabba | 2014 | |
6 | 150 | 32 | Bangladesh | Fatullah, Bangladesh | Khan Shaheb Osman Ali Stadium | 2015 | Drawn |
International Awards
ସମ୍ପାଦନାOne-Day International Cricket
ସମ୍ପାଦନାମେନ ଅଫ ମେଚ ପୁରସ୍କାର
ସମ୍ପାଦନାS No | Opponent | Venue | Date | Match Performance | Result |
---|---|---|---|---|---|
1 | Zimbabwe | Harare Sports Club, Harare | 12 July 2015 | 72 (95 balls, 1×4, 2×6); 3-0-18-0 ; 1 ct. | India won by 62 runs. |
References
ସମ୍ପାଦନା- ↑ "Murali Vijay". Yahoo Cricket. Retrieved 17 ଡିସେମ୍ବର 2014.
- ↑ "Tamil Nadu v Hyderabad in 2007/08". CricketArchive. Retrieved 18 ଡିସେମ୍ବର 2014.
- ↑ "Tamil Nadu v Andhra in 2007/08". CricketArchive. Retrieved 18 ଡିସେମ୍ବର 2014.
- ↑ "Batting and Fielding for Tamil Nadu in Ranji Trophy One Day 2006/07". CricketArchive. Retrieved 17 ଡିସେମ୍ବର 2014.
- ↑ 3rd Test: India v Sri Lanka at Mumbai (BS), Dec 2-6, 2009 | Cricket Scorecard | ESPN Cricinfo.
- ↑
{{cite web}}
: Empty citation (help)