ମୁଁ ଆଶିକ୍ ମୁଁ ଆୱାରା

୨୦୧୩ର ଓଡ଼ିଆ କଥାଚିତ୍ର

ମୁଁ ଆଶିକ୍ ମୁଁ ଆୱାରା, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁକାନ୍ତ ସାହୁ ।[୧] ଏସ୍ କେ ମୁରଲୀଧରନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସ‌ହ ନିର୍ଦ୍ଦେଶନା ଦେଇଥିଲେ ।[୨] ଦୀପକ ଜେନା କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମୁଁ ଆଶିକ୍ ମୁଁ ଆୱାରା
ନିର୍ଦ୍ଦେଶକଏସ୍ କେ ମୁରଲୀଧରନ
ପ୍ରଯୋଜକସୁକାନ୍ତ ସାହୁ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟଏସ୍ କେ ମୁରଲୀଧରନ
କାହାଣୀଏସ୍ କେ ମୁରଲୀଧରନ
କଳାକାରସୁନୀଲ କୁମାର, ମେଘା ଘୋଷ, ସମରେଶ ରାଉତରାୟ, ଜୟୀରାମ ସାମଲ, ବିଜୟ ମହାନ୍ତି, ତନ୍ଦ୍ରା ରାୟ
ସଙ୍ଗୀତବିକାଶ ଶୁକ୍ଳା
ଚିତ୍ରଗ୍ରହଣଅଜିତ କୁମାର ଦାସ
ସମ୍ପାଦକରଜତ ଘଡ଼େଇ
ମୁକ୍ତିଲାଭ ତାରିଖ
୮ ଫେବୃଆରୀ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର ଏବଂ ମେଘା ଘୋଷ । ସମରେଶ ରାଉତରାୟ, ହରିହର ମହାପାତ୍ର, ଜୟୀରାମ ସାମଲ, ସଲିଲ ମିତ୍ର, ଭଗବାନ ବେହେରା, ଚୁଙ୍ଗା, ବିଜୟ ମହାନ୍ତି, ଜୀବନ ପଣ୍ଡା, ତନ୍ଦ୍ରା ରାୟ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଳା ।[୩]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ମୁଁ ଆଶିକ୍ ମୁଁ ଆୱାରା" 
2."ତୋ ସାଥେ ପ୍ରେମ ହେଲା" 
3."ପ୍ରେମ କେବେ" 
4."ଯୁଆଡ଼େ ଚାହୁଁଛି ମୁଁ" 
5."ଝୁମୁରୁ ଝୁମୁରୁ" 
6."ଘୁଟୁରୁ ଘୁମ୍ମା" 

ଆଧାରସମ୍ପାଦନ କରନ୍ତୁ

  1. "Mu Aashiq Mu Awara". NuaOdisha.com. Retrieved 9 October 2017.
  2. "Mu Aashiq Mu Awara". New Odisha. 25 August 2012. Retrieved 9 October 2017. |first= missing |last= (help)
  3. ୩.୦ ୩.୧ ୩.୨ "Mu Aashiq Mu Awara". Incredible Orissa. 18 March 2012. Retrieved 9 October 2017.

ବାହାର ଆଧାରସମ୍ପାଦନ କରନ୍ତୁ