ମାର୍ଗଶିର
(ମାର୍ଗଶୀରରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ମାର୍ଗଶିର ବା ମଗୁଶିର ଏକ ଚାନ୍ଦ୍ରମାସବିଶେଷ । ଏହା ମୃଗଶୀରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼େ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।
ପର୍ବପର୍ବାଣିସମ୍ପାଦନ କରନ୍ତୁ
- ପ୍ରତ୍ୟେକ ଗୁରୁବାର: ମାଣବସା ଗୁରୁବାର ଓଷା
- କୃଷ୍ଣ ଅଷ୍ଟମୀ: ପ୍ରଥମାଷ୍ଟମୀ
- କୃଷ୍ଣ ନବମୀ: କାଞ୍ଜିଅଅଁଳା ଓଷା
- ଶୁକ୍ଳ ଦ୍ୱାଦଶୀ: ବ୍ୟଞ୍ଜନ ଦ୍ୱାଦଶୀ
- ପୂର୍ଣ୍ଣିମା: ପଣ୍ଡୁ ଓଷା
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |