ମାଘ
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ମାଘ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ପୌଷ ଓ ପରବର୍ତ୍ତୀ ମାସ ଫାଲ୍ଗୁନ । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଓଡ଼ିଆ ହିନ୍ଦୁମାନଙ୍କର ଦଶମ ଚାନ୍ଦ୍ରମାନ ମାସ। ଯିଏ ମାର୍ଗଶିର ମାସରେ ଦେହ ମୁଣ୍ଡ ଖରାପ ଯୋଗୁଁ ମାଣ ବସେଇ ପାରିନଥିବ, ସିଏ ଏ ମାସ ଗୁରୁବାରରେ ମାଣ ବସେଇ ପାରିବ।
ପର୍ବପର୍ବାଣିସମ୍ପାଦନ କରନ୍ତୁ
- କୃଷ୍ଣ ଏକାଦଶୀ: ଓଳାଶୁଣୀ ମେଳା
- ଅମାବାସ୍ୟା: ମୌନି ଅମାବାସ୍ୟା
- ଶୁକ୍ଳ ଚତୁର୍ଥୀ: ତିଳ ଚତୁର୍ଥୀ
- ଶୁକ୍ଳ ପଞ୍ଚମୀ (ଶ୍ରୀପଞ୍ଚମୀ): ସରସ୍ୱତୀ ପୂଜା
- ଶୁକ୍ଳ ସପ୍ତମୀ: ରଥ ସପ୍ତମୀ
- ଶୁକ୍ଳ ଏକାଦଶୀ: ଭୀଷ୍ମ ଏକାଦଶୀ
- ପୂର୍ଣ୍ଣିମା: ଯୋରନ୍ଦା ମେଳା
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |