ମାଘ
ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମାବିଶିଷ୍ଟ ଚାନ୍ଦ୍ରମାସକୁ ମାଘ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ପୌଷ ଓ ପରବର୍ତ୍ତୀ ମାସ ଫାଲ୍ଗୁନ । ଏହା ସୌର ମକରମାସ ସଙ୍ଗେ ସମାନ । ଏହା ଶୀତଋତୁର ଶେଷ ମାସ । ଏହି ମାସ ଓଡ଼ିଆ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଦଶମ ଚାନ୍ଦ୍ରମାନ ମାସ ଅଟେ। ମାର୍ଗଶିର ମାସରେ ମାଣବସାଇ ନପାରିଥିଲେ ଏ ମାସରେ ବସେଇପାରନ୍ତି।
ପର୍ବପର୍ବାଣି
ସମ୍ପାଦନା- କୃଷ୍ଣ ଏକାଦଶୀ: ଓଳାଶୁଣୀ ମେଳା
- ଅମାବାସ୍ୟା: ମୌନି ଅମାବାସ୍ୟା
- ଶୁକ୍ଳ ଚତୁର୍ଥୀ: ତିଳ ଚତୁର୍ଥୀ
- ଶୁକ୍ଳ ପଞ୍ଚମୀ (ଶ୍ରୀପଞ୍ଚମୀ): ସରସ୍ୱତୀ ପୂଜା
- ଶୁକ୍ଳ ସପ୍ତମୀ: ରଥ ସପ୍ତମୀ
- ଶୁକ୍ଳ ଏକାଦଶୀ: ଭୀଷ୍ମ ଏକାଦଶୀ
- ପୂର୍ଣ୍ଣିମା: ଯୋରନ୍ଦା ମେଳା
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |