ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବେ ପାଳନ କରାଯାଏ ।[୧]ସୂର୍ଯ୍ୟ ଦେବତାଙ୍କର ଉପାସନା ଏଇ ଦିନ କରାଯାଏ ।

ରଥ ସପ୍ତମୀ
Suryadeva.jpg
ସୂର୍ଯ୍ୟ ନିଜ ପତ୍ନୀ ସରନ୍ୟୁ ଓ ଛାୟାଙ୍କ ସହ
ଅନ୍ୟ ନାମମାଘ ସପ୍ତମୀ, ସୂର୍ଯ୍ୟ ଜୟନ୍ତୀ, ଭାନୂ ସପ୍ତମୀ
ପାଳନକାରୀହିନ୍ଦୁ
ତାରିଖମାଘ ଶୁକ୍ଳ ସପ୍ତମୀ
୨୦୨୩ ତାରିଖdate missing (please add)
ସମ୍ପର୍କିତସୂର୍ଯ୍ୟଙ୍କ ପୂଜା ଓ ଉପାସନା

ଅଞ୍ଚଳସମ୍ପାଦନ କରନ୍ତୁ

କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି । ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାହା କୃଷ୍ଣ ପାଗୋଡା ଭାବେ ଖ୍ୟାତ ଏହିଠାରେ ଅବସ୍ଥିତ।

ସଂକ୍ଷେପରେସମ୍ପାଦନ କରନ୍ତୁ

ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏଥିରେ ଓଡ଼ିଶା ତଥା ଭାରତର ବିଭିନ୍ନ ଦେଶରୁ ଭକ୍ତମାନେ ଏକତ୍ରିତ ହୋଇଥାନ୍ତି । ତା’ଛଡା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏମିତି ମନୋରମ ଉତ୍ସବର ଆନନ୍ଦ ନେବାପାଇଁ ଆସିଥାନ୍ତି । ଏଇ ଦିନ ମହୋଦଧିରେ ସ୍ନାନ ପୂର୍ବକ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ଓ ପ୍ରଣାମ କରନ୍ତି ।

ଆଧାରସମ୍ପାଦନ କରନ୍ତୁ

  1. "Ratha Saptami 2013 Date". hindusphere.com. Retrieved 30 January 2013. Ratha Saptami falls on the Magha Sukla Paksha Saptami i.e on the seventh day of the waxing phase of the moon in the month of Magha.