ମହାବିନାୟକ ମନ୍ଦିର

(ମହାବିନାୟକ ଦେଉଳରୁ ଲେଉଟି ଆସିଛି)

ମହାବିନାୟକ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିର । ଏଠାରେ ଶିବ, ଗଣେଶ,ବିଷ୍ଣୁ, ସୂର୍ଯ୍ୟ ଓ ମା' ଶକ୍ତିଙ୍କୁ ପୂଜା କରାଯାଏ । [୧] ଏହା ଯାଜପୁର ରୋଡ଼ ସହରଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ ।

ମହାବିନାୟକ ମନ୍ଦିର
Mahabinayak temple.jpg
Religion
ସମ୍ବନ୍ଧତାHinduism
Location
ଅବସ୍ଥିତିଯାଜପୁର
ରାଜ୍ୟଓଡ଼ିଶା
ଦେଶଭାରତ

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ଗ୍ୟାଲେରିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ