ମହାବିନାୟକ ମନ୍ଦିର
ଭାରତର ଏକ ହିନ୍ଦୁ ମନ୍ଦିର
(ମହାବିନାୟକ ଦେଉଳରୁ ଲେଉଟି ଆସିଛି)
ମହାବିନାୟକ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିର । ଏଠାରେ ଶିବ, ଗଣେଶ,ବିଷ୍ଣୁ, ସୂର୍ଯ୍ୟ ଓ ମା' ଶକ୍ତିଙ୍କୁ ପୂଜା କରାଯାଏ । [୧] ଏହା ଯାଜପୁର ରୋଡ଼ ସହରଠାରୁ ପ୍ରାୟ ୩୦ କି.ମି ଦୂରରେ ଅବସ୍ଥିତ ।
ମହାବିନାୟକ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ଯାଜପୁର |
State | ଓଡ଼ିଶା |
Country | ଭାରତ |
କିମ୍ବଦନ୍ତୀ
ସମ୍ପାଦନାଗ୍ୟାଲେରି
ସମ୍ପାଦନା-
ମହାବିନାୟକରେ ପାହାଚ
-
ମହାବିନାୟକଠାରେ ଥିବା ଏକ ଛୋଟ ଝରଣା
-
ମହାବିନାୟକଠାରେ ଥିବା ଦୁର୍ଗା ମନ୍ଦିର
-
ମହାବିନାୟକ ପ୍ରବେଶ ପଥ
ଆଧାର
ସମ୍ପାଦନା- ↑ "orissaspider.com: Mahavinayak Temple of Chandikhole - Place to visit in Jajpur, Orissa". Archived from the original on 2020-04-29. Retrieved 2012-01-28.
ଅଧିକ ତଥ୍ୟ
ସମ୍ପାଦନା- orissa-tourism.com: Destinations :: Jajpur Archived 2011-11-14 at the Wayback Machine.
- 123orissa.com: Jajpur District_Important Places[permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |