ମନ ଖାଲି ତତେ ଚାହେଁ
୨୦୧୮ର ଓଡ଼ିଆ କଥାଚିତ୍ର
ମନ ଖାଲି ତତେ ଚାହେଁ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କହ୍ନେଇ ମେହେର ଓ ଦୀପକ ସାହୁ । କୈଳାଶ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୩] ତୁଷାର ସାହୁ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ନିମାଇଁ ଓଝା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ମନ ଖାଲି ତତେ ଚାହେଁ | |
---|---|
ନିର୍ଦ୍ଦେଶକ | ନିମାଇଁ ଓଝା |
ପ୍ରଯୋଜକ | କହ୍ନେଇ ମେହେର ଦୀପକ ସାହୁ |
ସଂଳାପ | ତୁଷାର ଘୋଷ |
ଚିତ୍ରନାଟ୍ୟ | ନିମାଇଁ ଓଝା |
କାହାଣୀ | କୈଳାଶ ସାହୁ |
କଳାକାର | ସମ୍ବିତ ଆଚାର୍ଯ୍ୟ ଅଙ୍କିତା ବିଜୟ ମହାନ୍ତି ଅନିତା ଦାସ ହରିହର ମହାପାତ୍ର |
ସଙ୍ଗୀତ | ଅଭିଜତ ମଜୁମଦାର |
ଚିତ୍ରଗ୍ରହଣ | ଚିତ୍ତ ବିଶ୍ୱାଳ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୮ ସେପ୍ଟେମ୍ବର ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ଅଙ୍କିତା ।[୨] ବିଜୟ ମହାନ୍ତି, ଅନିତା ଦାସ, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଅଂଶୁମାନ, ଦେବୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
ସମ୍ପାଦନା- ସମ୍ବିତ ଆଚାର୍ଯ୍ୟ[୪]
- ଅଙ୍କିତା
- ବିଜୟ ମହାନ୍ତି
- ଅନିତା ଦାସ
- ହରିହର ମହାପାତ୍ର
- ଚୌଧୁରୀ ଜୟପ୍ରକାଶ ଦାସ
- ଅଂଶୁମାନ
- ଦେବୀ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ ୨.୦ ୨.୧ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ ୩.୩ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ଏମାନଙ୍କର ଏବର୍ଷ ଦୁଇଟି ଓଡ଼ିଆ ସିନେମା". Sambad. ଭୁବନେଶ୍ୱର. 31 December 2018. Archived from the original on 2 January 2019. Retrieved 4 January 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମନ ଖାଲି ତତେ ଚାହେଁ