ମନର ମାନସୀ
ମନର ମାନସୀ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୫][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଯୋଗେନ୍ଦ୍ର କୁମାର ସାହୁ ।[୬] ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୬] ସଚ୍ଚିଦାନନ୍ଦ ସାମଲ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ମନର ମାନସୀ | |
---|---|
ନିର୍ଦ୍ଦେଶକ | ସଚ୍ଚିଦାନନ୍ଦ ସାମଲ |
ପ୍ରଯୋଜକ | ଯୋଗେନ୍ଦ୍ର କୁମାର ସାହୁ |
ସଂଳାପ | ତୁଷାରକାନ୍ତ ପଟ୍ଟନାୟକ |
ଚିତ୍ରନାଟ୍ୟ | ସଚ୍ଚିଦାନନ୍ଦ ସାମଲ |
କାହାଣୀ | ସଚ୍ଚିଦାନନ୍ଦ ସାମଲ |
କଳାକାର | ବିଭାସ ସୋନାଲି କେ କେ ପ୍ରଜ୍ଞା ଖଟୁଆ ଅଜିତ ଦାସ |
ସଙ୍ଗୀତ | ସୁନୀଲ ଦଳେଇ |
ଚିତ୍ରଗ୍ରହଣ | ଚନନ୍ଦ ମହାରଣା |
ସମ୍ପାଦକ | ସୌମ୍ୟଶୋଭନ ନାୟକ |
ମୁକ୍ତିଲାଭ ତାରିଖ | ୧ ମାର୍ଚ୍ଚ ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭାସ ଏବଂ ସୋନାଲି ।[୫] ଉଭୟ ନାୟକ ଏବଂ ନାୟିକା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭] କେ କେ, ପ୍ରଜ୍ଞା, ଅଜିତ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
ସମ୍ପାଦନା- ବିଭାସ[୮]
- ସୋନାଲି
- କେ କେ
- ପ୍ରଜ୍ଞା ଖଟୁଆ
- ଅଜିତ ଦାସ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁନୀଲ ଦଳେଇ । ଅରୁଣ ମନ୍ତ୍ରୀ, ବାପୁ ଗୋସ୍ୱାମୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଖ୍ୟାତି ପ୍ରକାଶ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଓ ମାହି ଓ ଜାନା" | |
2. | "ମୋ ମନର ମାନସୀ" | |
3. | "ମନର ମାନସୀ (ଦୁଃଖ)" | |
4. | "ହୃଦୟ ମୋର" | |
5. | "ଆସିଚି ଆସିଚି ହୋଲି" | |
6. | "ତୁ ମୋ ମନର ମାନସୀ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "ଆଜି ରିଲିଜ୍: 'ମନର ମାନସୀ'". sambad.in. 1 March 2018. Retrieved 6 March 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ ୫.୦ ୫.୧ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ ୬.୦ ୬.୧ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ↑ "ବଡ଼ ବ୍ରେକ୍କୁ ଅପେକ୍ଷା". ଧରିତ୍ରୀ (in ଓଡ଼ିଆ url-status=live). No. ଭୁବନେଶ୍ୱର. 2 March 2023. Archived from the original on 20 March 2023. Retrieved 20 March 2023.
{{cite news}}
: Missing pipe in:|language=
(help)CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମନର ମାନସୀ