ଭୀମସେନ ମଣ୍ଡଳ
ଓଡ଼ିଆ ରାଜନେତା
ଭୀମସେନ ମଣ୍ଡଳ (୨୧ ଡିସେମ୍ବର ୧୯୩୫ - ୨୯ ସେପ୍ଟେମ୍ବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଭୀମସେନ ମଣ୍ଡଳ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ତାରିଣୀ ସର୍ଦ୍ଦାର |
ପର ଅଧିକାରୀ | ଉଦୟ ନାରାୟଣ ଦେବ |
ନିର୍ବାଚନ ମଣ୍ଡଳୀ | ମୋହନା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଡିସେମ୍ବର ୧୯୩୫ |
ମୃତ୍ୟୁ | ୨୯ ସେପ୍ଟେମ୍ବର ୨୦୦୯ | (ବୟସ ୭୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ (ଆର୍) |
ଜୀବନ ସାଥୀ | ଲକ୍ଷ୍ମୀ ମଣ୍ଡଳ |
ବାପା/ବୋଉ | ସୁନା ମଣ୍ଡଳ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଭୀମସେନ ମଣ୍ଡଳ ୧୯୩୫ ମସିହାର ଡିସେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁନା ମଣ୍ଡଳ ଓ ପତ୍ନୀଙ୍କ ନାମ ଲକ୍ଷ୍ମୀ ମଣ୍ଡଳ।[୧]
ରାଜନୈତିକ ଜୀବନ
ସମ୍ପାଦନାଭୀମସେନ ମଣ୍ଡଳ ଓଡ଼ିଶା ରାଜନୀତିରେ କଂଗ୍ରେସ (ଆର୍)ର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଭୀମସେନ ମଣ୍ଡଳ ୨୦୦୭ ମସିହାର ସେପ୍ଟେମ୍ବର ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Bhimasena Mandolo". odishaassembly.nic.in. Odisha Assembly. Retrieved 9 July 2022.