ତାରିଣୀ ସର୍ଦ୍ଦାର

ଓଡ଼ିଆ ରାଜନେତା

ତାରିଣୀ ସର୍ଦ୍ଦାର (୧୫ ଜୁଲାଇ ୧୯୨୦ - ୨୧ ଫେବୃଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତାରିଣୀ ସର୍ଦ୍ଦାର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀବିଶ୍ୱନାଥ ନାୟକ
ପର ଅଧିକାରୀଭୀମସେନ ମଣ୍ଡଳ
ନିର୍ବାଚନ ମଣ୍ଡଳୀମୋହନା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-07-15)୧୫ ଜୁଲାଇ ୧୯୨୦
ମୃତ୍ୟୁ୨୧ ଫେବୃଆରୀ ୨୦୦୩(2003-02-21) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉକନ୍ଧା ରଣବଜା ସର୍ଦ୍ଦାର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ତାରିଣୀ ସର୍ଦ୍ଦାର ୧୯୨୦ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କନ୍ଧା ରଣବଜା ସର୍ଦ୍ଦାର ।[୧]

ରାଜନୈତିକ ଜୀବନ ସମ୍ପାଦନା

ତାରିଣୀ ସର୍ଦ୍ଦାର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ତାରିଣୀ ସର୍ଦ୍ଦାର ୨୦୦୩ ମସିହାର ଫେବୃଆରୀ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Tareni Sardar". odishaassembly.nic.in. Odisha Assembly. Retrieved 10 July 2022.