ଭାଇଜାନ୍

୨୦୧୮ର ଓଡ଼ିଆ କଥାଚିତ୍ର

ଭାଇଜାନ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟକାନ୍ତ ମଲ୍ଲିକ ।[୩] ରଞ୍ଜିତା ମଲ୍ଲିକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୪] ଟି. ଗଣେଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଏହି କଥାଚିତ୍ରଟିର ୨୦୧୮ ମସିହାରେ ଗଣେଶ ପୁଜା ସମୟରେ ମୁକ୍ତିଲାଭ କରିଥିଲା ।[୩]

ଭାଇଜାନ୍
ନିର୍ଦ୍ଦେଶକଟି. ଗଣେଶ
ପ୍ରଯୋଜକସୂର୍ଯ୍ୟକାନ୍ତ ମଲ୍ଲିକ
ଚିତ୍ରନାଟ୍ୟଟି. ଗଣେଶ
କାହାଣୀରଞ୍ଜିତା ମଲ୍ଲିକ
କଳାକାରସୂରଜ କୁମାର
ଦେବସ୍ମିତା ପଣ୍ଡା
ପ୍ରଦ୍ୟୁମ୍ନ ଲେଙ୍କା
ସରୋଜ ଦାସ
ଇଲୁ ବାନାର୍ଜୀ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୧୩ ସେପ୍ଟେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂରଜ କୁମାର ଓ ଦେବସ୍ମିତା ପଣ୍ଡା ।[୫] ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ଇଲୁ ବାନାର୍ଜୀ, ପ୍ରଶାନ୍ତ,ବାବୁ ପ୍ରଧାନ, ସୁରେଶ ବଳ, ରବି ମିଶ୍ର, ପ୍ରଶାନ୍ତ ସାହୁ, ତୃପ୍ତି ସିହ୍ନା, ଅଶୋକ ଓଝା, ମନିଷା ମିଶ୍ର, ଅନିତା ଦାସ, ଜ୍ୟୋତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୩] ଗୀତିକାର ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ଜୟନ୍ତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାରିକ୍ ଅଜିଜ୍, ଇଶ୍ୱରୀ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ପ୍ୟାର୍ କିୟା ଦିଲ୍ ଦିୟା"ନିର୍ମଳ ନାୟକତାରିକ୍ ଅଜିଜ୍ 
2."ମୋର ହଜିଗଲା"ଅରୁଣ ମନ୍ତ୍ରୀଇଶ୍ୱରୀ 
3."ମାଗିବୁ ଯଦି ଦେବି ଜୀବନ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ 

ଆଧାର ସମ୍ପାଦନା

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. ୨.୦ ୨.୧ "କାହିଁକି ଗଣେଶ ପୂଜାରେ ଆସିଲାନି 'ଲଭ ଏକ୍ସପ୍ରେସ୍‌' , ଜାଣନ୍ତୁ କେଉଁ ଓଡ଼ିଆ ସିନେମା ରିଲିଜ୍‌ ହେଲା ? | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 16 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ ୩.୩ "Odia Film Bhaijan is released". Odisha News Times (in ଇଂରାଜୀ). ଓଡ଼ିଶା. 13 September 2018. Archived from the original on 27 January 2021. Retrieved 18 September 2018.
  4. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  5. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା