ବ୍ୟବହାରକାରୀ:MKar/କହ୍ନେଇଲାଲ ସ୍ମୃତି ସଂସଦ

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ଭିତରେ ଓଡ଼ିଆ କଥା ସାହିତ୍ୟର ଜଣେ ଯୋଗ୍ୟତମ ପ୍ରତିଭାଙ୍କୁ ଚୟନ କରାଯାଇ କହ୍ନେଇ କଥା ପୁରସ୍କାର ପ୍ରଦାନ କରାଯାଇଥାଏ । ପୁରସ୍କାର ସ୍ୱରୂପ ଦଶ ହଜାର ନଗଦ ରାଶି, ମାନପତ୍ର ଏବଂ ଉପଢୌକନ ଦିଆଯାଏ ।